Before Header

୭୧୪ ଭୋଟରେ ବିଜେଡି କାଉନସିଲର ପ୍ରାର୍ଥୀ ନେପାଲ ପ୍ରଧାନ ବିଜୟୀ

0 22

ଅତାବିରା (ବଡ଼ ଖବର ବ୍ୟୁରୋ):  ଅତାବିରା ଏନ୍‌ଏସି ନିର୍ବାଚନ ଭୋଟ ଗଣତି ଜାରି ରହିଛି ।  ୱାର୍ଡ ନମ୍ବର ୩ ରେ ୭୧୪ ଖଣ୍ଡ ଭୋଟରେ ବିଜେଡି କାଉନସିଲର ପ୍ରାର୍ଥୀ ନେପାଲ ପ୍ରଧାନ ବିଜୟୀ ହୋଇଛନ୍ତି । କଂଗ୍ରେସକୁ ୫୦ ଭୋଟ ମିଳିଥିବାବେଳ ବିଜେଡିକୁ ୮୨୮ଏବଂ ବିଜେପିକୁ ୧୧୪ ଭୋଟ ମିଳିଛି । ସେପଟେ ଅନ୍ୟ ୱାର୍ଡରେ ଗଣତି ଜାରି ରହିଛି ।

Leave A Reply

Your email address will not be published.