Masthead

ଚର୍ଚ୍ଚାରେ ବାବୁରାମଙ୍କ ରିକ୍ସା, ଯାହା କୌଣସି ଆଲିସନ ବଙ୍ଗଳାଠୁ କମ ନୁହେଁ ।

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):ଫୁଟପାଥରେ ହଜାର ହଜାର ଲୋକଙ୍କୁ ଆପଣ ଦେଖିଥିବେ । କିନ୍ତୁ ମହାରାଷ୍ଟ୍ରର ଫୁଟପାଥରେ ରହୁଛନ୍ତି ଜଣେ ଏମିତି ବ୍ୟକ୍ତି ଯିଏକି ନିଜ ରିକ୍ସାକୁ ପରିଣତ କରିଛନ୍ତି ଆଲିସନ ବଙ୍ଗଳାରେ । ସେ ହେଉଛନ୍ତି ହାଇଟେକ ଭିକ୍ଷୁକ ବାବୁରାମ ।

ସବୁଠୁ ଖାସ କଥା ହେଉଛି ତାଙ୍କ ରିକ୍ସାରେ ରହିଛି ଆତ୍ୟାଧୁନିକ ସୁବିଧା । ରିକ୍ସାରେ ଏଲଇଡି ବଲବ ସହିତ ଟିଭି, ସ୍ପିକର, ଇନଭଟର, ଜେନେରେଟର, ଫ୍ୟାନ ଓ ଖଟ ମଧ୍ୟ ରହିଛି । ଏହି ରିକ୍ସା ତାଙ୍କର ଆଲିସନ ବଙ୍ଗଳା ପାଲଟିଥିବା ବେଳେ ବାବୁରାମ ନିଜ ପତ୍ନୀଙ୍କ ସହିତ ଭାରତ ଭ୍ରମଣ କରୁଛନ୍ତି । ସେ ଏହି ରିକ୍ସାରେ ନିଜ ପତ୍ନୀଙ୍କ ସହିତ ଗତ ୬ବର୍ଷ ଧରି ଜୀବନ କାଟୁଛନ୍ତି ।

ପ୍ରଥମେ ସେ ଭିକ୍ଷା ବୃତ୍ତି କରୁଥିଲେ ଏବେ ସେହି ରିକ୍ସାରେ ହିଁ ଏକ ଦୋକାନ ଦେଇଛନ୍ତି ।ତେବେ ଏହି ରିକ୍ସା କୁ ବାବୁରାମ ନିଜେ ଡିଜାଇନ କରିଛନ୍ତି ।ପ୍ରତ୍ୟେକ ଜିନିଷ କୁ କିସ୍ତିରେ ନେଇ ସେ ଏହି ରିକ୍ସାକୁ ଏକ ଘର ଭଳି ସଜାଇଛନ୍ତି । ବାବୁରାମଙ୍କ ଏହି ରିକ୍ସାଟି ଅତ୍ୟନ୍ତ ସ୍ୱତନ୍ତ୍ର ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI