Masthead

ଘଟଗାଁରେ ଶୁଭାରମ୍ଭ ହେଲା ‘ବଡ଼ ଖବର’ ଦିବସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୪ଘଣ୍ଟିଆ ଓଡ଼ିଆ ସ୍ୟାଟେଲାଇଟ୍ ନ୍ୟୁଜ ଚ୍ୟାନେଲ ‘ବଡ଼ ଖବର’ । ସାଧାରଣ ଲୋକଙ୍କ ସ୍ୱର ପାଲଟି ଥିବା ‘ବଡ଼ ଖବର’ ଆଗକୁ ବଢୁଛି । ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ସାଢେ ଚାରିକୋଟି ଓଡ଼ିଆଙ୍କ ଭଲ ପାଇବା ‘ବଡ଼ ଖବର’ର ପୁଞ୍ଜି । ଲୋକଙ୍କ କଥା କହୁଥିବା ‘ବଡ଼ ଖବର’ ଚାହୁଁଛି ଆପଣଙ୍କ ସହଯୋଗ ।

ପ୍ରତି ମାସର ୭ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକରେ ଆୟୋଜିତ ହେଉଛି ହେଲପ ‘ବଡ଼ ଖବର’ ଅଭିଯାନ ବା ‘ବଡ଼ ଖବର’ ଦିବସ । ଏହି କ୍ରମରେ ଆଜି ଘଟଗାଁ ତାରିଣୀ ପୀଠରେ ଚାଲିଛି ‘ବଡ଼ ଖବର’ ଦିବସ । ‘ବଡ଼ ଖବର’ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଉଦଘାଟନ କରିଛନ୍ତି । ଠିକ୍ ଅପରାହ୍ନ ୫ଟାରେ ଗୁଜୁରାଟୀ ସମାଜ ମଣ୍ଡପ କେନ୍ଦୁଝରରେ ‘ବଡ଼ ଖବର’ ଦିବସ ଆୟୋଜିତ ହେବ । ଆପଣ ଆସନ୍ତୁ ଏବଂ ସହଯୋଗର ହାତ ବଢାନ୍ତୁ । ‘ବଡ଼ ଖବର’ ଆଗକୁ ବଢିବାରେ ସହଯୋଗ କରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବିମାନକୁ ବୋମା ଧମକ, ଫେରିଗଲା ଜର୍ମାନୀ ଫ୍ଲାଇଟ୍ 🔴 ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା, ୩ ଆହତ 🔴 ଆଜି ଫୁଲୁରି ତେଲ ଲାଗି 🔴 ୬ ଜିଲ୍ଲାରେ ବିଜୁଳି ସହ ପ୍ରବଳ ଝଡ଼ବର୍ଷା 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବିମାନକୁ ବୋମା ଧମକ, ଫେରିଗଲା ଜର୍ମାନୀ ଫ୍ଲାଇଟ୍ 🔴 ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା, ୩ ଆହତ 🔴 ଆଜି ଫୁଲୁରି ତେଲ ଲାଗି 🔴 ୬ ଜିଲ୍ଲାରେ ବିଜୁଳି ସହ ପ୍ରବଳ ଝଡ଼ବର୍ଷା