ମୁଁ ବି ମୁଖ୍ୟମନ୍ତ୍ରୀ ହେବି, ଓଡ଼ିଶାବାସୀଙ୍କ ସେବା କରିବି: ବିଷ୍ଣୁପ୍ରିୟା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଁ ବି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛୁ । ମୁଖ୍ୟମନ୍ତ୍ରୀ ହୋଇ ଓଡ଼ିଶାବାସୀଙ୍କ ସେବା କରିବି । ଏଭଳି କହିଛନ୍ତି କୋରାପୁଟର ଝିଅ ବିଷ୍ଣୁପ୍ରିୟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଷ୍ଣୁପ୍ରିୟାଙ୍କୁ ପ୍ରଶଂସା କରିବା ସହ ଆଶୀର୍ବାଦ କରିଛନ୍ତି । ବିଷ୍ଣୁପ୍ରିୟା ଭଲ ପାଠପଢି ସମାଜର ସେବା କରନ୍ତୁ ବୋଲି କହିଛନ୍ତି । ରାଜ୍ୟର ସମସ୍ତ ସ୍କୁଲକୁ ୫ଟି ଅଧୀନରେ ରୂପାନ୍ତରିତ କରାଯାଉଛି । ତୃତୀୟ ପର୍ଯ୍ୟାୟରେ ୫ଟି ଅଧୀନରେ ୫ ଜିଲ୍ଲାର ୩୨୮ ସ୍କୁଲର ରୂପ ବଦଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ବିକାଶ ହେବା ସହ ଲକ୍ଷ୍ୟ ସ୍ଥଳରେ ଏଣିକି ପହଞ୍ଚିପାରିବେ । ସ୍କୁଲ ରୂପାନ୍ତକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟକୁ ବିଷ୍ଣୁପ୍ରିୟା ପ୍ରଶଂସା କରିଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାର ଛାତ୍ରୀ ଦିପାଞ୍ଜଳୀ ବେହେରା ମଧ୍ୟ ଭବିଷ୍ୟତରେ ପାଇଲଟ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି । ସମ୍ବଲପୁରର ବିଶ୍ୱଜିତା ସାହୁ ଭବିଷ୍ୟତରେ ଆଇଏଏସ ହେବେ ବୋଲି କହିଛନ୍ତି । ଏହି ଛାତ୍ରୀମାନେ ସମସ୍ତେ ସରକାରୀ ସ୍କୁଲର ଛାତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’