Masthead

କେନ୍ଦୁଝରରେ ‘ବଡ଼ ଖବର’ ହେଲପ ଅଭିଯାନ, ଆପଣ ନିଶ୍ଚୟ ଆସିବେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):୨୪ଘଣ୍ଟିଆ ଓଡ଼ିଆ ସ୍ୟାଟେଲାଇଟ୍ ନ୍ୟୁଜ ଚ୍ୟାନେଲ ‘ବଡ଼ ଖବର’ । ସାଧାରଣ ଲୋକଙ୍କ ସ୍ୱର ପାଲଟି ଥିବା ‘ବଡ଼ ଖବର’ ଆଗକୁ ବଢୁଛି । ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ସାଢେ ଚାରିକୋଟି ଓଡ଼ିଆଙ୍କ ଭଲ ପାଇବା ‘ବଡ଼ ଖବର’ର ପୁଞ୍ଜି । ଲୋକଙ୍କ କଥା କହୁଥିବା ‘ବଡ଼ ଖବର’ ଚାହୁଁଛି ଆପଣଙ୍କ ସହଯୋଗ । ପ୍ରତି ମାସର ୭ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକରେ ଆୟୋଜିତ ହେଉଛି ହେଲପ ‘ବଡ଼ ଖବର’ ଅଭିଯାନ ବା ‘ବଡ଼ ଖବର’ ଦିବସ ।

ଏହି କ୍ରମରେ ମଙ୍ଗଳବାର ଘଟଗାଁ ତାରିଣୀଙ୍କ ପୀଠରେ ଆୟୋଜିତ ହେବ ‘ବଡ଼ ଖବର’ ଦିବସ । ସକାଳ ୯ଟାରେ ମା’ ତାରିଣୀ ମନ୍ଦିର ପାଲାମଣ୍ଡପ ଘଟଗାଁରେ ଆୟୋଜିତ କାର୍ଯ୍ୟକ୍ରମକୁ ‘ବଡ଼ ଖବର’ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଉଦଘାଟନ କରିବେ । ଆପଣ ନିଶ୍ଚୟ ଆସିବେ । ସହଯୋଗ କରିବେ । ଠିକ୍ ଅପରାହ୍ନ ୫ଟାରେ ଗୁଜୁରାଟୀ ସମାଜ ମଣ୍ଡପ କେନ୍ଦୁଝରରେ ‘ବଡ଼ ଖବର’ ଦିବସ ଆୟୋଜିତ ହେବ । ଆପଣ ଆସନ୍ତୁ । ନିଶ୍ଚୟ ଆସନ୍ତୁ । ସହଯୋଗର ହାତ ବଢାନ୍ତୁ । ‘ବଡ଼ ଖବର’ ଆଗକୁ ବଢିବାରେ ସହଯୋଗ କରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା