Masthead

ଯେଉଁ ସରକାର ଗଠନ ହେବ ତାହା ସ୍ଥାୟୀ ନୁହେଁ: ଜବିଉଲ୍ଲା ମୁଜାହିଦ

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ ଯୁଦ୍ଧ ଶେଷ ହୋଇଛି । ଖୁବଶୀଘ୍ର ଏକ ନୂଆ ସରକାର ଗଠନ ହେବ । ଦେଶକୁ ପୁନଃନିର୍ମାଣ କରିବା ଦିଗରେ ଆମେ ସମସ୍ତେ ମିଳିମିଶି କାମ କରିବୁ ବୋଲି ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଯେକୌଣସି ବ୍ୟକ୍ତି ଅସ୍ତ୍ର ଉଠାଇବ ତାକୁ ଦେଶ ଏବଂ ଲୋକଙ୍କର ଶତ୍ରୁ ବୋଲି ମନାଯିବ । ସରକାର ଗଠନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ସରକାର ଗଠନ ଉତ୍ସବରେ ପାକିସ୍ତାନ, ତୁର୍କୀ, କତାର, ରୁଷ୍, ଚୀନ ଏବଂ ଇରାନକୁ ନିମନ୍ତ୍ରଣ କରିଥିବା ଜଣାପଡିଛି । ତେବେ ସୂଚନା ଅନୁସାରେ, ଯେଉଁ ସରକାର ଗଠନ ହେବ ତାହା ସ୍ଥାୟୀ ନୁହେଁ । ଏହା ମଧ୍ୟବର୍ତ୍ତୀକାଳୀନ ସରକାର ବେଲି କୁହାଯାଇଛି । ତାଲିବାନର ମୁଖପାତ୍ର କହିଛନ୍ତି, ନୂଆ ସରକାର ଘୋଷଣା ପାଇଁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ତେବେ ନୂଆ ସରକାର ଘୋଷଣା ନେଇ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ