Masthead

ଆଜିର ‘ଶୁଣ ସରକାର’ରେ ବାଲେଶ୍ୱରର ଚାଞ୍ଚଲ୍ୟକର ଜମି ଜାଲିଆତି..

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଡ୍ରଗ୍ସ କାରବାରରେ ବାଲେଶ୍ୱରର ନାମ ରାଜ୍ୟରେ ଖରାପ ହେଉଥିବା ବେଳେ ଏବେ ସେଥିରେ ଯୋଡି ହୋଇଯାଇଛି ସରକାରୀ ଜମି ରାକେଟ । କିଛି ସରକାରୀ ବାବୁଙ୍କ ଇଙ୍ଗିତରେ ଚାଲିଛି ବାଲେଶ୍ୱରରେ ଜମି ଜାଲିଆତି । ଜଙ୍ଗଲ ଓ ଗୋଚର ଜମିକୁ ଚଞ୍ଚକତା କରି ହାତେଇ ମାଲେମାଲ ହେଉଛନ୍ତି ଦଲାଲ ଓ ମାଫିଆ । ଏଣେ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା । ବାଲେଶ୍ୱରରୁ ନେଇ ରାଜଧାନୀ ଭୁବନେଶ୍ୱର ଯାଏଁ ଲମ୍ବିଛି ଦୁର୍ନୀତିର ଚେର । ସାମିଲ ଅଛନ୍ତିି କିଛି ଟାଣୁଆ ନେତା । ଏହା ଆମେ କହୁନୁ , ଆମ ହାତରେ ଲାଗିଥିବା ଦସ୍ତାବିଜ କହୁଛି.. ଏହାର ପୂରା ତଥ୍ୟ ଆପଣ ଦେଖିବେ ‘ବଡ଼ ଖବର’ର ସଂଧ୍ୟା ୭ଟା(ଅଖଣ୍ଡ ଓଡ଼ିଶା) ବୁଲେଟିନରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ