Masthead

ଜାଲରେ ପଡ଼ିଲା ବାଲଟ ବକ୍ସ

ନୟାଗଡ (ବଡ଼ ଖବର ବ୍ୟୁରୋ): ପୋଖରୀରେ ମାଛ ଧରିବା ସମୟରେ ଜାଲରେ ପଡ଼ିଲା ବାଲଟ ବକ୍ସ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଗୋତିସାହି ପଞ୍ଚାୟତରେ । ଆଜି ସକାଳୁ ମାଛ ଧରିବାକୁ ଗୋତିସାହର ୭ଜଣ ଯୁବକ ରଜତ ସ୍ୱାଇଁଙ୍କ ଜମିରେ ଥିବା ପୋଖରୀକୁ ଯାଇଥିଲେ । ମାଛ ଧରିବା ସମୟରେ ଜାଲରେ ବାଲଟ ବକ୍ସ ପଡ଼ିଥିଲା । ତେବେ ଯୁବକମାନେ ସଙ୍ଗେସଙ୍ଗେ ଶରଣକୂଳ ଥାନାରେ ଜଣାଇଥିଲେ । ପୋଲିସ ଆସିବାପରେ ବାଲଟ ବକ୍ସକୁ ଖୋଲା ଯାଇଖିଲା, ହେଲେ ବାକ୍ସଟି ସମ୍ପୂର୍ଣ୍ଣ ଖାଲିଥିବା ଦେଖିବାକୁ ମିଳିଛି । ତେବେ କେଉଁଠୁ ଏ ବାଲଟ ବକ୍ସ ଆସିଲା ତାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ । ଗତ ନିର୍ବାଚନ ବେଳର ଏ ବ।ଲଟ ବକ୍ସ ବୋଲି ଅନୁମାନ କରାଯାଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ