Masthead

ବିଜ୍ଞାପନରେ ଠାକୁର ମନା

ମୁମ୍ବାଇ(ବଡ଼ ଖବର): ଏଣିକି ଆଉ ଭଗବାନଙ୍କ ନାମରେ ବାହାରିପାରିବନି ବିଜ୍ଞାପନ । ଏହା ଉପରେ କଟକଣା ଲଗାଇଛନ୍ତି ବମ୍ବେ ହାଇକୋର୍ଟ । ବମ୍ବେ ହାଇକୋର୍ଟ ଔରଙ୍ଗାବାଦ ବେଂଚ ଘୋଷଣା କରିଛି ଯେ, କୌଣସି ଭଗବାନଙ୍କ ନାମରେ ଯେ କୌଣସି ପ୍ରବନ୍ଧରେ ବିଜ୍ଞାପନ ଏବଂ ଏହାର ଅଲୌକିକ ଗୁଣ ରହିଛି ବୋଲି ଦାବି କରିବା ବେଆଇନ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ । ମହାରାଷ୍ଟରେ ପ୍ରଚଳିତ ଥିବା ବଳିଦାନ ପ୍ରଥା ଏବଂ ଅଗୋରୀ ଅଭ୍ୟାସକୁ ବେଆଇନ ଘୋଷଣା କରିଛନ୍ତି ବମ୍ବେ ହାଇକୋର୍ଟ । ରାଜେନ୍ଦ୍ର ଆମ୍ବୋରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ପିଟିସନର ଶୁଣାଣି କରି ବମ୍ବେ ହାଇକୋର୍ଟର ଜଷ୍ଟିସ ଟି.ଭି ନାଲୱାଡ଼ ଏବଂ ଏମଜି ସେୱାଲକର ଏଡି ମାମଲାର ଶୁଣାଣି କରିଛନ୍ତି ।

ଅମ୍ବୋର କହିଛନ୍ତି, ମାର୍ଚ୍ଚ ୨୦୧୬ରେ ସେ ଟିଭିରେ ଏକ ବିଜ୍ଞାପନରେ ସାମ୍ନାକୁ ଆସିଥିଲେ । ଯାହାକି ବାବା ମଙ୍ଗଳନାଥଙ୍କ ଦ୍ୱାରା ପ୍ରସ୍ତୁତ ହନୁମାନ ଚାଳିଶା ଯନ୍ତ୍ରରେ ବିଶେଷ, ଚମତ୍କାର ଏବଂ ଅଲୌକିକ ଗୁଣ କହିଥିଲେ ଏବଂ ଭଗବାନ ହନୁମାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ । ଏହି ଯନ୍ତ୍ରର ମୂଲ୍ୟ ୪୯୦୦ ଏବଂ ଏହା ୨୪ କ୍ୟାରେଟ ସୁନାରେ ତିଆରି ବୋଲି କୁହାଯାଉଛି । ଏହାର ବିଜ୍ଞାପନ ଅନେକ ଗାୟକ ଓ ଅନେକ ସେଲିବ୍ରିଟିମାନେ ମଧ୍ୟ ତାଙ୍କର ଅଭିଜ୍ଞତା ବିଷୟରେ କଥାବାର୍ତା ହୋଇଥିବା ଦର୍ଶାଯାଇଛି । କିନ୍ତୁ ବର୍ତମାନ ସମୟରେ ଏହାର ବ୍ୟବହାର ହୋଇପାରିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା