Masthead

ଓଡ଼ିଶାରେ ଅସୁରକ୍ଷିତ ଗଜରାଜ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ବିଶ୍ୱ ହାତୀ ଦିବସ । ଜଙ୍ଗଲର ଏହି ବୃହତ ପ୍ରାଣୀ ସଙ୍କଟରେ । ଗଜରାଜର ସୁରକ୍ଷା ପାଇଁ ସମଗ୍ର ବିଶ୍ୱ ପାଳୁଛି ହସ୍ତୀ ଦିବସ । କିନ୍ତୁ ହାତୀର ଅନ୍ତୁଡ଼ିଶାଳ ଓଡ଼ିଶାରେ ୧୧ ବର୍ଷରେ ୮୬୨ ହାତୀଙ୍କ ଜୀବନ ଯାଇଛି । ଟ୍ରେନ ଦୁର୍ଘଟଣାରେ ୩୧ ସଡ଼କ ଦୁର୍ଘଟଣାରେ ୬ ବିଦ୍ୟୁତ ଆଘାତରେ ୧୩୫ ହାତୀଙ୍କ ମୃ୍ତ୍ୟୁ ହୋଇଛି । ୮୬ଟି ହାତୀଙ୍କୁ ଶିକାର କରାଯାଇଥିବା ବେଳେ ୩୭ଟି ବିଷକ୍ରିୟା ଯୋଗୁଁ ମରିଛନ୍ତି ।

ଗତ ୨୦ ଦିନ ଭିତରେ ରାଜ୍ୟରେ ୫ ହାତୀଙ୍କ ମୃତ୍ୟୁ ପରିବେଶ ବିତଙ୍କ ଚିନ୍ତା ବଢ଼ାଇଦେଇଛି । ୧୯୭୯ରେ ଓଡ଼ିଶାରେ ୨୦୪୪ ହାତୀ ଥିଲେ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ହାତୀ ବଂଶ ବୃଦ୍ଧି ହୋଇନାହିଁ । ୨୦୧୭ରେ ୧୯୭୬ ହାତୀ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟାରେ ବୃଦ୍ଧି ଘଟିନାହିଁ । ବିଶ୍ୱ ହସ୍ତୀ ଦିବସ ଅବସରରେ ନନ୍ଦନକାନନରେ ପାଳନ ହେଉଛି ସ୍ୱତନ୍ତ୍ର ଉତ୍ସବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା