Masthead

୮ ଘଣ୍ଟା ବିଦ୍ୟୁତ କାଟ ପ୍ରତିବାଦରେ କର୍ମଚାରୀଙ୍କୁ ୩ ଘଣ୍ଟା ଅଟକ 

ଜଳେଶ୍ଵର  (ବଡ଼ ଖବର ବ୍ୟୁରୋ):  ଦୀର୍ଘ ୮ ଘଣ୍ଟା ବିଦ୍ୟୁତ କାଟ ପ୍ରତିବାରେ ୪ ଜଣଙ୍କୁ ଦୀର୍ଘ ୩ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ । ରାତି ୧୨ ରୁ ସକାଳ ସକାଳ ୮ ଟା ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗରୁ ବିଛିନ୍ନ ହୋଇଥିଲା କଖଡ଼ା ପଞ୍ଚାୟତର ପୁରୁଷୋତ୍ତମ ଗ୍ରାମ । ପ୍ରାୟ ୨ ହଜାରରୁ ଅଧ୍ଚଳ  ଉପଭୋକ୍ତାମାନେ ହନ୍ତସନ୍ତ ହୋଇଥିବା ବେଳେ ବିଦ୍ୟୁତ କର୍ମଚାରୀମାନେ ରାତିରେ ବିଦ୍ୟୁତ ସେବା ଯୋଗାଇ ଦିଆ ଯିବ ନାହିଁ ବୋଲି କହିଥିଲେ ।

ସକାଳେ ଗ୍ରାମକୁ ବିଦ୍ୟୁତ କର୍ମଚାରୀ ଚନ୍ଦନ ଦାସ, ଦୀପକ ସାହୁ, ଶୁଭ୍ରାଂଶୁ ପତି, ଆଶିଷ ଗିରି ଗ୍ରାମରେ ପହଁଚିଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଅଟକ ରଖିଥିଲେ । ପରେ ଏଭଳି ଭୁଲ ଆଉ କରିବେନି ବୋଲି ବିଦ୍ୟୁତ କର୍ମଚାରୀମାନେ ଭୁଲ ସ୍ୱକାର କରିବା ପରେ ଗ୍ରାମବାସୀ ସେମାନଙ୍କୁ ଛାଡିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ