Masthead

ବିଜେଡି ବ୍ଲକ ଅଧ୍ୟକ୍ଷଙ୍କ ଦବଙ୍ଗଗିରି, ବ୍ଲକ ଅଫିସରେ ପଶି କଲେ ଭଙ୍ଗାରୁଜା

ବାଂଶପାଳ (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ ଉନ୍ମତ କାଣ୍ଡ ଘଟାଇଛନ୍ତି ବିଜେଡି ବ୍ଲକ ଅଧ୍ୟକ୍ଷ ମାନଶ କୁମାର ଦେହୁରୀ । ଗତକାଲି ରାତି ସମୟରେ ବ୍ଲକ ଅଫିସକୁ ପଶି କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଗେଟରେ ତାଲା ପକାଇଲେ ବିଜେଡି ବ୍ଲକ ଅଧ୍ୟକ୍ଷ । କୌଣସି ସଭା, କି ଜନ୍ମ ଜୟନ୍ତୀଙ୍କୁ ତାଙ୍କୁ ଡକାନଯିବାରୁ ଏଭଳି କାଣ୍ଡ ଭିଆଇଛନ୍ତି ବ୍ଲକ ଅଧ୍ୟକ୍ଷ । ଏଭଳି ଘଟଣା ଏବେ ବାଂଶପାଳ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଜେଡି ସରକାର ହଟିଲା ପରେ ବି ଏଭଳି ବ୍ଲକ ଅଧ୍ୟକ୍ଷଙ୍କର ଦବଙ୍ଗଗିରି ଚାଲିଛି । ବ୍ଲକ୍ ଅଫିସ ତାଲା ପକାଇବା ଫଳରେ ଗେଟ ବାହାରେ ବସି କର୍ମଚାରୀମାନେ କାମ କରୁଥିବାର ନଜର ଆସିଛି । ଏଭଳି ଦବଙ୍ଗଗିରିର କାର୍ୟ୍ୟ କରି ବିଜେଡି ବ୍ଲକ ଅଧ୍ୟକ୍ଷ କେତେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ ଚକିତ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ