Masthead

ନନ୍ଦନକାନନରେ ଭିଡ ଜମୁଛି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କୋଭିଡ କଟକଣା ପରେ ଅକ୍ଟୋବର ୪ରୁ ଖୋଲା ଯାଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଆଗ ଭଳି ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳୁନି । ପ୍ରଥମେ ୧ ହଜାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା । ଏବେ ଦୈନିକ ୧୫୦୦ ପର୍ଯ୍ୟଟକ ଆସୁଛନ୍ତି । ଛୁଟି ଦିନରେ ୪୦୦୦ରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି । ମାତ୍ର ପର୍ଯ୍ୟଟକମାନେ ଆସି ନିରାଶ ହୋଇ ଫେରୁଛନ୍ତି । ଅନେକ ଖୁଆଡ଼ ଖାଁ ଖାଁ । ଥର୍ମାଲ ସ୍କ୍ରିନିଙ୍ଗ, ସାନିଟାଇଜ ପରେ ନନନ୍ଦନକାନକୁ ଏଣ୍ଟ୍ରି ପାଇଁ ଅନୁମତି ଦିଆଯାଉଛି । ବୋଟିଂ, ୪ଟି ସଫାରି, ପର୍ଯ୍ୟଟଙ୍କ ବୁଲିବା ପାଇଁ ଥିବା ବ୍ୟାଟେରି ଚାଳିତ ଗାଡ଼ି ବନ୍ଦ କରାଯାଇଛି । ଶିଶୁଙ୍କ ପାଇଁ ଟଏ ଟ୍ରେନ ଦୀର୍ଘଦିନ ହେବ ବନ୍ଦ ରହିଛି । ସ୍କୁଲ ବନ୍ଦ ଥିବାବେଳେ ନନ୍ଦନକାନନ ଆସି ଅଭିଭାବକମାନେ ତାଙ୍କ ପିଲାଙ୍କ ମନରେ ଖୁସି ବଦଳରେ ନିରାଶ ଭରିଦେଉଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା