Masthead

ଚଳନ୍ତା ବସ ଉପରେ ପଡିଲା ଗଛ,ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଚଳନ୍ତା ଯାତ୍ରୀବାହୀ ବସ ଉପରେ ଖସିପଡ଼ିଲା ଏକ ବଡ଼ଗଛ । ଅଳ୍ପକେ ବର୍ତ୍ତିଲେ ବସ କର୍ମଚାରୀ । ବସଟି ସିନ୍ଦୁରପଙ୍କଛକ ଆଡକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ବସରେ କୌଣସି ଯାତ୍ରୀ ନଥିଲେ। ବସରେ ୩ ଜଣ କର୍ମଚାରୀ ରହିଥିବା ବେଳେ ସେମାନଙ୍କ କିଛି କ୍ଷତି ହୋଇନାହିଁ । ଏନଏଚଏଆଇ ପକ୍ଷରୁ ଏକ ଠିକା ସଂସ୍ଥା ଗଛ କାଟୁଛି । ଗଛ ତଳେ ୧୧ କେଭି ତାର ଯାଇଛି। ଠିକା ସଂସ୍ଥା ପକ୍ଷରୁ କୌଣସି ନିରପତ୍ତା ବ୍ୟବସ୍ଥା କରାଯାଇନାହିଁ । ଘଟଣାକୁ ନେଇ ସେସ୍କୋ ଅଧିକାରୀ ସମସ୍ତ ଦୋଷ ଠିକା ସଂସ୍ଥା ଉପରେ ଲଦି ଦେଇଛନ୍ତି। ରାସ୍ତା ବଢାଇବା ପାଇଁ ଏହି ଗଛ କଟା ଯାଉଥିଲା। । ସେହି ସମୟରେ ଗଛଟି ଚଳନ୍ତା ବସ ଉପରେ ପଡ଼ି ଯାଇଥିଲା। ଗଛଟି ପଡ଼ିବା ସମୟରେ ବିଦ୍ୟୁତ କଟା ଯାଇନଥିଲା । ପାଖରେ ଥିବା ଜନବସତି ବିଦ୍ୟୁତ ତାର ଯୋଗୁଁ ହୋଇଥିବା ଅଗ୍ନିକାଣ୍ଡରେ କୌଣସି କ୍ଷତି ହୋଇନଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର