Masthead

ଭୁୁବନେଶ୍ୱର ଆପୋଲୋ ରୋଗୀଙ୍କ ଠାରୁ ଅର୍ଥ ହଡ଼ପ କରୁଛି : ବିଜେଡି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସ୍ବାସ୍ଥ୍ୟକ୍ଷେତ୍ରକୁ ନେଇ ବିଜେଡି ବିଧାୟକ ଭାଗୀରଥି ସେଠୀଙ୍କ ପ୍ରତିକ୍ରିୟା। ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ବିଜେଡି ବିଧାୟକ ଭାଗିରଥି ସେଠୀ। ରାଜ୍ୟରେ ଡାକ୍ତର ଅଭାବ। ଲୋକମାନେ ବାହାର ହସ୍ପିଟାଲକୁ ଯିବା ଦ୍ଵାରା ବ୍ୟୟ ସପେଖ୍ୟା ହେଉଛନ୍ତି। ମେଡିସିନ ସ୍ପେଶଲିଷ୍ଟ ଓ ଅର୍ଥପେଡିକ ସ୍ପେଶଲିଷ୍ଟ ଯୋଗାଇବାକୁ କହିଛି।

ପ୍ରାଇଭେଟ୍ ହସ୍ପିଟାଲର ପାଦୃଭାବ ଦିନକୁ ଦିନ ବଢୁଛି। ସେ ଉଦାହରଣ ଦେଇ କହିଛନ୍ତି କି ଭୁବନେଶ୍ୱରର ଏକ ଆପୋଲ ହସ୍ପିଟାଲରେ ବିଭିନ୍ନ ଆଳରେ ରୋଗୀଙ୍କ ଠାରୁ ଅର୍ଥ ହଡ଼ପ କରୁଛନ୍ତି। ପରୀକ୍ଷା ପରୀକ୍ଷାରେ ଏମାନେ ଲୁଟି ଚାଲିଛନ୍ତି। ଗରିବ ଲୋକେ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଭାଗିରଥି। ମନ୍ତ୍ରୀ ମୋ ପ୍ରଶ୍ନରେ ଉତ୍ତରରେ କହିଛନ୍ତି ଦୁଇ ମାସ ମଧ୍ୟରେ ତଦନ୍ତ କରି ଜଣାଇବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ