କଟକ(ବଡ଼ ଖବର ବ୍ୟୁରୋ): କଟକ ସହରର ସମସ୍ତ ଟ୍ରାଫିକ ପୋଷ୍ଟରେ ଲାଗିବ ଫାଷ୍ଟ ଏଡ ବକ୍ସ ।ଏହାକୁ ଆଜି ଉଦଘାଟନ କରିଛନ୍ତି ଡିସିପି ସୋମ୍ୟା ମିଶ୍ର । କଟକରେ ପ୍ରାୟ ୫୦ଟି ପ୍ରମୁଖ ଟ୍ରାଫିକ ପୋଷ୍ଟରେ ଏହି ଫାଷ୍ଟ ଏଡ ବକ୍ସ ଲଗାଯାଇଛି ।ଏଥିରେ ସହଯୋଗ କରିଛନ୍ତ ଜୟ ଓଡ଼ିଶା ସଂଗଠନ।

Leave a Reply

Your email address will not be published. Required fields are marked *