Masthead

ବିଜେଡି-ବିଜେପି ମେଂଟ ଚର୍ଚ୍ଚା ମିଛ ଓ ଗୁଜବ କି?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମେଂଟ ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଲା ନବୀନଙ୍କ ଭିଡିଓ । ୧୩ ସେକେଣ୍ଡ ଭିଡିଓକୁ ନେଇ ରାଜ୍ୟରେ ହଟ୍ଟଚମଟ । ନବୀନଙ୍କ ‘ମିଛ ଓ ଗୁଜବ’ ଦୁଇ ଶଦ୍ଦ ରାଜନୀତିରେ ଲାଗାଇଲା ନିଆଁ । କାହାକୁ ଇଙ୍ଗିତ କଲେ ବିଜେଡି ସୁପ୍ରିମୋ । ନାଁ ନନେଇ ବିଜେପିକୁ କଲେ କି ଟାର୍ଗେଟ? ବିଜେଡି-ବିଜେପି ମେଂଟ ଚର୍ଚ୍ଚା ମିଛ ଓ ଗୁଜବ କି? ବିଜେପି ନେତା ଦେଇଥିବା ଏକାକୀ ଲଢିବୁ ବୟାନ ଗୁଜବ କି? ।

ଦିଲ୍ଲୀରେ ମେଂଟ ଚର୍ଚ୍ଚା ହୋଇଛି ହେଲେ କୁହାଯାଉନି କି? ମୋଦି-ନବୀନଙ୍କ ସ୍ତରରେ ମେଂଟର ଭାଗ୍ୟ କି? ସେପଟେ ଛିଣ୍ଡୁନି ମେଣ୍ଟ ଘାଣ୍ଟ । ବିଜେଡି ଚାହୁଁଛି, ବିଜେପି ରାଜି ହେଉନି । ମେଣ୍ଟ ହେବ ନା ହେବନି ସମସ୍ତଙ୍କ ନଜର । ଦ୍ୱନ୍ଦ୍ୱ ବଢାଉଛି ନେତାଙ୍କ ବୟାନବାଜି । କିଏ କହୁଛି ଆଲୋଚନା ହେଉଛି ।

କିଏ କିଏ ଏହାକୁ ଖଣ୍ଡନ କରିଛନ୍ତି । ଦିଲ୍ଲୀରୁ ଫେରି ମେଣ୍ଟ ଆଲୋଚନାକୁ ଖଣ୍ଡନ କରିଛନ୍ତି ରାଜ୍ୟ ବିଜେପି ସଭାପତି । ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ସମାନ ଢଙ୍ଗରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ହେଲେ ବିଜେଡି କିନ୍ତୁ କହିଛି, ବିଭିନ୍ନ ପର୍ୟ୍ୟାୟରେ ଆଲୋଚନା ଚାଲିଛି। ଚୂଡାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ