Masthead

ରତ୍ନଭଣ୍ଡାର ଫାଟ ପଛରେ ବିଜେଡି ସରକାର!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରତ୍ନଭଣ୍ଡାର ଫାଟ ପଛରେ ବିଜେଡି ସରକାର! ନବୀନଙ୍କର ନାହିଁ ଚିନ୍ତା! ବିଜେପି ସରକାର ଖୋଲିଲା ରତ୍ନଭଣ୍ଡାର, ସାମ୍ନାକୁ ଆସିଲା ସତ୍ୟ । ସୁରକ୍ଷା ନେଇ ସରକାର ଭିଡିଛନ୍ତି ଅଣ୍ଟା କହିଲେ ପୃଥ୍ୱୀରାଜ । ମରାମତିରେ କାହିଁକି ହେଉଛି ବିଳମ୍ବ ? ଆଇନମନ୍ତ୍ରୀ କଲେ ଖୁଲାସା । ଫାଟ ସଂଖ୍ୟା ଅଧିକ ଥିବାରୁ ସରୁନି କାମ । ଆକଳନଠାରୁ ଅଧିକ ମରାମତିର ରହିଛି ଆବଶ୍ୟକତା । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ପରିକ୍ରମା ପ୍ରକଳ୍ପ ନାଁରେ ଚାଲିଥିଲା ବେଆଇନ ଖନନ  ।

ରତ୍ନଭଣ୍ଡାର ଫାଟର ପାଲଟିଛି ମୁଖ୍ୟ କାରଣ! ବିଜେଡି ସରକାରର ମନମାନି କାରଣରୁ ଅସୁରକ୍ଷିତ ହୋଇପଡିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର? ବଡ଼ବଡ଼ ମେସିନ ଲଗାଇ ମନଇଚ୍ଛା କାମ କରିଥିଲେ ପୂର୍ବ ସରକାର । ଆଉ ଏବେ ଯେତେ ହେଉଛି ମରାମତି ସେତେ ସାମ୍ନାକୁ ଆସୁଛି ଫାଟ । ମରାମତି କାମରେ ହେଉଛି ବିଳମ୍ବ । ବିପଦରେ ଜଗତର ନାଥ ଜଗନ୍ନାଥଙ୍କ ରତ୍ନଭଣ୍ଡାର !

ନୂଆ ସରକାର ଆସିବା ପରେ ଖୋଲିଥିଲେ ରତ୍ନର ଗଣତି ମଣତି ପାଇଁ, ହେଲେ ଫାଟ ଦେଖି ହେଲେ ଚକିତ । ଏବେ ସେଥିପାଇଁ ଅଣ୍ଟା ଭିଡି ଚଲାଇଛନ୍ତି ମରାମତି । କିନ୍ତୁ ନବୀନ ସରକାର ଓ ତାଙ୍କ ଅଣଓଡିÿଆ ପାଇଁ ଆଜି ସାରା ଜଗନ୍ନାଥ ପ୍ରେମୀଙ୍କୁ ପକାଇଛି ଚିନ୍ତାରେ, ରହିଛନ୍ତି ବଡ ଦେଉଳକୁ ନେଇ ଆଶା ଅଶଙ୍କାରେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା