ଆନନ୍ଦପୁର (ବଡ଼ ଖବର ବ୍ୟୁରୋ): ଠକେଇ ମାମଲାରେ ବିଜେଡି ନେତ୍ରୀ ଗିରଫ । କେନ୍ଦୁଝର ଜିଲ୍ଲା ପୂର୍ବତନ ମହିଳା ଉପସଭାପତି ଗିରଫ । ଜୟଦୁର୍ଗା ଫାଉଣ୍ଡେସନର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରିକା ଜେନା ଆରେଷ୍ଟ । ସୁରେଶ୍ୱରୀଙ୍କୁ ଉଠାଇନେଲା ଖଣ୍ଡଗିରି ପୋଲିସ । ପୂର୍ବରୁ କେନ୍ଦୁଝର ସାଇବର ସେଲ ରେ ବିଭିନ୍ନ ପ୍ରକାରର ଅଭିଯୋଗ ହୋଇଥିଲା। ଖଣ୍ଡଗିରି ଥାନା ଅଞ୍ଚଳରୁ ଠକେଇ ମାମଲାରେ ଆଜି ସକାଳୁ ନନ୍ଦିପଦା ପୁଲିସ ସହଯୋଗରେ ହାଟଡିହି ବାସଭବନ ରୁ ଉଠାଇଲା ଖଣ୍ଡଗିରି ପୁଲିସ ।
