Masthead

ଝାରସୁଗୁଡାରେ ଦଳ ନିଶ୍ଚିତ ଲଢିବ: ନରସିଂହ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଝାରସୁଗୁଡା ଉପନିର୍ବାଚନକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । କହିଛନ୍ତି ଝାରସୁଗୁଡାରେ ଦଳ ନିଶ୍ଚିତ ଲଢେଇ କରିବ। ଲଢେଇ ପାଇଁ ସେଠାରେ ଅନେକ ମୁଦ୍ଦା ରହିଛି । ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରିବ ଦଳ । କାରଣ ସେଠାକାର ସ୍ଥାନୀୟ ମନ୍ତ୍ରୀଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରାଯାଉଛି। ସରକାର ତାଙ୍କୁ ସୁରକ୍ଷା ଦେଇ ପାରିଲେନି।

ତାହାଲେ ସାଧାରଣ ଲୋକ କିପରି ସୁରକ୍ଷିତ ରହିବେ। ଓଡ଼ିଶାବାସୀ କିପରି ସୁରକ୍ଷିତ ରହିବେ ।ଏ ପ୍ରସଙ୍ଗ ସହ ବେକାରୀ ସମସ୍ୟା , ଝାରସୁଗୁଡା ଜିଲାରେ ପାନୀୟ ଜଳ ସମସ୍ୟାକୁ ମଧ୍ୟ ଉଠାଯିବ। ଝାରସୁଗୁଡାରେ କଳ କାରଖାନା ଥାଇ ବେକାରୀ ସମସ୍ୟା ବଢୁଛି। ମହିଳାଙ୍କ ଉପରେ ନିର୍ଯାତନା ବଢୁଛି। ଖଣି ଦୁର୍ନୀତି ଏବେ ଚରମ ସୀମାରେ। ଏ ସବୁ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢ଼ିବ କଂଗ୍ରେସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କିରୋସିନ ଢାଳି ଯୁବତୀଙ୍କ ଆତ୍ମାହୁତି 🔴 ୟୁକ୍ରେନ ଉପରେ ୩ ହଜାର କିଲୋର ବୋମାମାଡ 🔴 ସୃଷ୍ଟି ହେଲା ଲଘୁଚାପ, ବର୍ଷା ନେଇ ରେଡ ଆର୍ଲଟ 🔴 ବହିତ୍ରୁଟି ପ୍ରସଙ୍ଗ ମାମଲାରେ ଗିରଫ ହେଲେ ମନୋଜ ପାଢୀ 🔴 ମୁକୁଳିବେ ଦାରା ସିଂହ! 🔴 ରୋହିତ-କୋହିଲି ଯୋଡ଼ିଙ୍କ ଉପରେ ନଜର 🔴 କୋଭିଡକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୈଠକ 🔴 ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ 🔴 ଓଡ଼ିଶାକୁ ଜାରି ୟେଲୋ ୱାର୍ଣ୍ଣିଂ 🔴 ୧୬ ଦିନରେ ସୋନମ୍ ୱାଙ୍ଗଚୁକ୍ ଅନଶନ 🔴 କିରୋସିନ ଢାଳି ଯୁବତୀଙ୍କ ଆତ୍ମାହୁତି 🔴 ୟୁକ୍ରେନ ଉପରେ ୩ ହଜାର କିଲୋର ବୋମାମାଡ 🔴 ସୃଷ୍ଟି ହେଲା ଲଘୁଚାପ, ବର୍ଷା ନେଇ ରେଡ ଆର୍ଲଟ 🔴 ବହିତ୍ରୁଟି ପ୍ରସଙ୍ଗ ମାମଲାରେ ଗିରଫ ହେଲେ ମନୋଜ ପାଢୀ 🔴 ମୁକୁଳିବେ ଦାରା ସିଂହ! 🔴 ରୋହିତ-କୋହିଲି ଯୋଡ଼ିଙ୍କ ଉପରେ ନଜର 🔴 କୋଭିଡକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୈଠକ 🔴 ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ 🔴 ଓଡ଼ିଶାକୁ ଜାରି ୟେଲୋ ୱାର୍ଣ୍ଣିଂ 🔴 ୧୬ ଦିନରେ ସୋନମ୍ ୱାଙ୍ଗଚୁକ୍ ଅନଶନ