Masthead

ନୂଆ ସରକାର ଡରିକି ବସିଛି: କଳିକେଶ ସିଂହଦେଓ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାରମ୍ବାର ଯେବେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ଗୃହ ବନ୍ଦ ହେଉଛି, ରାଜ୍ୟ ସରକାରଙ୍କ ଆଚାର ନାହିଁ କି ବିଚାର ନାହିଁ । କାର୍ଯ୍ୟ ପରାମର୍ଶଦାତା ବୈଠକ ଡକାଉ ନାହାନ୍ତି । ଯାହା ଜଣା ପଡୁଛି, ସେମାନେ ଗୃହ ଚଳାଇବାକୁ ଚାହୁଁ ନାହାନ୍ତି । ଗୃହରେ କହିବାରେ ଅସୁବିଧା କଣ? ଗୃହ ବାହାରେ କାହିଁକି କହୁଛନ୍ତି? ବିଧାନସଭା ସମୟରେ ଗୃହ ହି ମୁଖ୍ୟ । ରାଜ୍ୟପାଳ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରୁ ନିବୃତ ରହିବ ବିଜେଡି । ନୂଆ ସରକାର ଡ଼ରିକି ବସିଛି ।

ଗୃହ ଚାଲିଲେ ଦରଦାମ ପରି ପ୍ରସଙ୍ଗ ଉଠିବ । ଯେଉଁଥି ପାଇଁ ସରକାର ଆଲୋଚନା ଚାହୁଁ ନାହାନ୍ତି । ଓଡ଼ିଶାର ସମ୍ପୂର୍ଣ୍ଣ ଉନ୍ନତି ବିଜେଡିର ଲକ୍ଷ୍ୟ । ଆମେ ଅପରାହ୍ନରେ ସାମ୍ବିଧାନିକ ନିୟମ ଅନୁସାରେ ଉପବାଚସ୍ପତି ନିର୍ବାଚନରେ ଯୋଗ ଦେବୁ । କେନ୍ଦ୍ର ଓଡ଼ିଶାକୁ କିଛି ଦେଇନି । ବିଭିନ୍ନ କ୍ଷେତ୍ରରେ ଆବହେଳା ହୋଇଛି । ଆମେ ରାଜ୍ୟ ବଜେଟକୁ ଅପେକ୍ଷା କରିଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ