Masthead

‘ ଅନ୍ୟ ଦଳ ନେତାଙ୍କୁ କିଣିବା ବିଜେପି-ବିଜେଡିର ନୀତି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସର ଷ୍ଟାଣ୍ଡ କ୍ଲିୟର। ବିଜେପି, ବିଜେଡି ର ନୀତି ହେଲା ପଇସା ମାଧ୍ୟମରେ ଭୋଟକୁ ନିୟନ୍ତ୍ରଣ କରିବା। ଅନ୍ୟଦଳର ନେତାଙ୍କୁ କିଣିବା। ଯେଉଁମାନେ ବିକ୍ରି ହେବା ଲୋକ ସେମାନେ ବିକ୍ରି ହେଉଛନ୍ତି। ଚନ୍ଦ୍ରଶେଖରଙ୍କ ପରେ ପ୍ରଦୀପ ମାଝି ବିଜେଡିକୁ ଯିବା ଚର୍ଚ୍ଚା ପ୍ରଶ୍ନର ଜବାବ ରଖି ନିରଞ୍ଜନ କହିଲେ କି ଏହାର କୌଣସି ପ୍ରଭାବ ପଡିବନି।

ପ୍ରଦୀପ ତ ଏବେ ଦଳରେ ଅଛନ୍ତି। ଯିଏ ଯିବା କଥା ଯିବେ। ଅତୀତରେ ବହୁ ନେତା ଦଳ ଛାଡିଛନ୍ତି, କଂଗ୍ରେସ କିନ୍ତୁ ଅଛି। ଯେଉଁମାନେ ମତଲବି ସେମାନେ ଏ ଦଳ ସେ ଯିବେ। ଗତକାଲି କଂଗ୍ରେସ ଭବନରେ ଯେଉଁମାନେ ବିଶୃଙ୍ଖଳା କରିଛନ୍ତି ସେ ଯେତେ ବଡ଼ ନେତା ହେଇଥାନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି