Masthead

ଚାନ୍ଦବାଲିରେ ବିଜେପି-ବଜେଡି ମୁହାଁମୁହିଁ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ରାଜନୀତି ଏବେ ସରଗରମ । ଚାନ୍ଦବାଲିରେ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି । ବିଜେପି କାର୍ଯ୍ୟକ୍ରମକୁ ବିଜେଡି କାଉଣ୍ଟର କରିଥିବା ବେଳେ ବିଜେଡି କାର୍ଯ୍ୟକ୍ରମକୁ କାଉଣ୍ଟର କରିଛି ବିଜେପି । ଚଳିତ ମାସ ୨୪ତାରିଖ ଦିନ ବିଜେପି ଜନଆକ୍ରୋଶ କାର୍ଯ୍ୟକ୍ରମ ମାଧ୍ୟମରେ ଚାନ୍ଦବାଲି ବ୍ଲକ ଘେରାଉ କରିଥିଲା । ବ୍ଲକ ଘେରାଉ ବେଳେ କିଛି ବିଜେପି କର୍ମୀ ବ୍ଲକ ପରିସରରେ ଭଙ୍ଗାରୁଜା ମଧ୍ୟ କରିଥିଲେ । ଏହାକୁ ବିରୋଧ କରି ଆଜି ଚାନ୍ଦବାଲି ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ କୁଷ ପୁତ୍ତଳିକା ଦାହ କରାଯାଇଛି ।

ଅନ୍ୟପଟେ ଦେଖୁବାକୁ ଗଲେ ଚାନ୍ଦବାଲି ବିଜେପି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜୁ ଜନତା ଦଳ ଚାନ୍ଦବାଲି ବ୍ଲକରେ ସମସ୍ତ କାର୍ଯ୍ୟ ଅତି ନିମ୍ନ ମାନର କରିଥିବା ସହ ଚନ୍ଦବାଲି ବ୍ଲକରେ ପିସି ଭାଗ ବଣ୍ଟାକୁ ନେଇ ବିଜେଡି ଦଳ ସାମିଲ ଥିବାରୁ ଆଜି ନିଜର ମାନ ରଖିବାକୁ ରାଜ୍ୟ ବିଜେପି ରାଜ୍ୟ ସଭାପତିଙ୍କ କୁଷ ପୁତ୍ତଳିକା ଦାହ କରିଛନ୍ତି । ଏହି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେପି ପ୍ରତିକ୍ରିୟା ମଧ୍ୟ ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼