Masthead

ବାହାରିଲା ବ୍ଲାକ ଫଙ୍ଗସର ଔଷଧ

ଭୋପାଲ(ବଡ଼ ଖବର ବ୍ୟୁରୋ): ବ୍ଲାକ ଫଙ୍ଗସର ଔଷଧ ବାହାରିଲା । ମଧ୍ୟପ୍ରଦେଶ ଇନ୍ଦୋରର ଏକ ଫାର୍ମା କମ୍ପାନୀ ଏହି ଔଷଧ ବାହାର କରିଛି । ବ୍ଲାକ୍ ଫଙ୍ଗସର ରାମବାଣ ବାହାର କରିବା ପାଇଁ ଇନ୍ଦୋରର ମଡର୍ଣ୍ଡ ଲାବୋରୋଟୋରୀକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । ବହୁ ପରୀକ୍ଷା ନିରୀକ୍ଷା ପରେ ବ୍ଲାକ୍ ଫଙ୍ଗସ, ହ୍ୱାଇଟ୍ ଫଙ୍ଗସ ଓ ୟେଲୋ ଫଙ୍ଗସର ଔଷଧ ପ୍ରସ୍ତୁତ କରାଯାଇଛି ବୋଲି ଲାବୋରୋଟୋରୀ ମାଲିକ ଅନିଲ ଖରିଆ କହିଛନ୍ତି ।

ସେ କହିଛନ୍ତି ଦୈନିକ ୧୦ହଜାର ଔଷଧ ତାଙ୍କ ଲାବୋରୋଟୋରୀରେ ପ୍ରସ୍ତୁତ ହୋଇପାରିବ । ଏହାର ବଜାର ଦର ୩ହଜାର ଟଙ୍କା ହେବ । ତେବେ ସରକାରଙ୍କୁ ୧୫୦୦ଟଙ୍କାରେ ଯୋଗାଇଦେବାକୁ ପ୍ରସ୍ତୁତ ଥିବା ଅନିଲ ଖରିଆ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ