Before Header

ବନ୍ଧୁକ ଦେଖାଇ ଲୁଟିଲେ ୧୦ ଲକ୍ଷର ଗହଣା

0 597

ହାଟଡିହି (ବଡ଼ ଖବର ବ୍ୟୁରୋ): ବନ୍ଧୁକ ଦେଖାଇ ଲୁଟିଲେ ଗହଣା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ହାଟଡିହି ଟୁକୁଣା ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ଟୁକୁଣା ଗ୍ରାମର ପବିତ୍ର କୁମାର ଦାସଙ୍କ ଘରୁ ବନ୍ଧୁକ ଭୁଜାଲି ଦେଖାଇ ଗହଣା ଲୁଟିଲେ ଦୁବୃର୍ତ୍ତ। ପୂର୍ବରୁ ଏପରି ଏହି ଯୁବକଙ୍କୁ ଗୁହାଳ ଗଡିଆ ନିକଟରେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଛଅ ଜଣ ଚୋର ଆସି ବନ୍ଧୁକ, ଭୁଜାଲି ଦେଖାଇ ଦଶ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଓ ଛଅ ଲକ୍ଷରୁ ଅଧିକ ଟଙ୍କାର ରୂପା ଚୋରି କରିନେଇଛନ୍ତି। ଚୋରି କରିବା ବେଳେ ଚୋରମାନେ ପରିବାର ଲୋକଙ୍କୁ ଭୁଜାଲି ଓ ବନ୍ଧୁକ ଦେଖାଇ ଭୟଭୀତ କରି ରଖିଥଲେ। ପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.