Masthead

ମାହିଙ୍କ ଟ୍ୱିଟରରୁ ହଟିଲା ବ୍ଲୁ ଟିକ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଯାହାଙ୍କ ଟ୍ଵିଟରରୁ ହଟିଛି ବ୍ଲୁ ଟିକ୍ । ମାହିଙ୍କ ଟ୍ଵିଟରରେ ପାଖାପାଖି ୮.୨ ମିଲିୟନ ଫଲୋର୍ସ ଅଛନ୍ତି। ମାହି ଟ୍ଵିଟରରେ ସେତେଟା ସକ୍ରିୟ ନଥିଲେ ମଧ୍ୟ ସାମାଜିକ ଗଣମାଧ୍ୟମରେ ସର୍ବଦା ତାଙ୍କ ନାମ ଚର୍ଚ୍ଚାରେ ଥାଏ।

ଭାରତୀୟ ଦଳର ଏହି ଦିଗ୍‌ଜ ଖେଳାଳି ଶେଷ ଥର ଜାନୁଆରୀ ୮ରେ ଟ୍ଵିଟ୍ କରିଥିଲେ। ମାହି ଟ୍ଵିଟରରେ କମ ସକ୍ରିୟ ରହୁଥିବାରୁ ବ୍ଲୁ ଟିକ୍ ହଟିଥିବା କୁହାଯାଉଛି। କ୍ରିକେଟ୍‌ ଦୁନିଆରୁ ଅବସର ନେଇସାରିଥିଲେ ସୁଦ୍ଧା ଧୋନୀ ଚର୍ଚ୍ଚାରେ ରହି ଆସିଛନ୍ତି। ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲାପରେ ସେ ଇନଷ୍ଟାଗ୍ରାମରେ ନିଜର ଅବସର ପୋଷ୍ଟ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦର ଜବାବ ଧୋନୀ ଅଗଷ୍ଟ ୨୦ରେ ଟ୍ଵିଟ୍ ଜରିଆରେ ଦେଇଥିଲେ। ଏହା ପରେ ସେପ୍ଟେମ୍ବରରେ ଭାରତୀୟ ବାୟୁସେନାକୁ ନେଇ ସେ ଟ୍ଵିଟ୍ କରିଥିଲେ। ଜାନୁଆରୀ ୮ରେ କରିଥିବା ଶେଷ ଟ୍ଵିଟ୍‌ ଧୋନୀଙ୍କ ଅର୍ଗାନିକ ଫାର୍ମିଂକୁ ନେଇ ଉଦ୍ଦିଷ୍ଟ ଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ