Masthead

ଯୌନ ନିର୍ଯାତନା ମାମଲାରେ ବ୍ରିଜ ଭୂଷଣ ସିଂଙ୍କ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଯୌନ ନିର୍ଯାତନା ମାମଲାରେ ବ୍ରିଜ ଭୂଷଣ ସିଂଙ୍କ ବିବାଦୀୟ ମନ୍ତବ୍ୟ । ଏକ ଟିଭି ସାକ୍ଷାତାକାରରେ ବ୍ରିଜ ଭୂଷଣ କହିଥିଲେ କି ଯେ କିଛି ଲୋକେ ଦାବି କରିଛନ୍ତି କି ୧୦୦୦ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଛି । ଯେପରି ‘ମୁଁ ଶିଲାଜିତର ରୁଟି ଖାଉଥିଲି କି?’ । ଏହା ପୂର୍ବରୁ ରେସଲର ମାନେ ଅଭିଯୋଗ କରିଥିଲେ ଯେ ମୁଁ ୧୦୦ ପିଲାଙ୍କୁ ଯୌନ ନିର୍ଯାତନା ଦେଇଥିଲି । ଏହା ୧୦୦ ନୁହେଁ ୧୦୦୦ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଛି । ମୁଁ ପ୍ରତିଦିନ ଶିଳାଜିତର ରୁଟି ଖାଉଥିଲି କି?  ବ୍ରିଜ ଭୂଷଣ ସିଂଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଯଦି ଲୋକମାନେ ଯନ୍ତରମନ୍ତର ଯାଆନ୍ତି ତେବେ ମୁଁ ଇସ୍ତଫା ଦେବି । କୁସ୍ତିଯୋଦ୍ଧାମାନେ ରାଜନୈତିକ ଉଦ୍ଦେଶ୍ୟରେ ଏଭଳି ରାଲି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତ ବ୍ରିଜ ଭୂଷଣ । ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ୱାରା ବିଜେପି ସାଂସଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ଦିଲ୍ଲୀ ପୋଲିସ ଶୁକ୍ରବାର ତାଙ୍କ ବିରୋଧରେ ଦୁଇଟି ଏଫଆଇଆର ଦାୟର ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ