Masthead

ଭାରତ ପାଇଁ ଇସ୍ରାଇଲ ଆଖିରେ ଲୁହ

ଓଁକାର ଶବ୍ଦରେ ପ୍ରକମ୍ପିତ ହେଲା ଇସ୍ରାଇଲ

ଜେରୁସାଲେମ(ବଡ଼ ଖବର ବ୍ୟୁରୋ): ଭାରତୀୟଙ୍କ ପାଇଁ ଲୁହଝରାଇଲେ ଇସ୍ରାଏଲବାସୀ । କରୋନାରେ ଜର୍ଜରିତ ଭାରତବାସୀଙ୍କ ପାଇଁ ଇସ୍ରାଏଲ ନାଗରିକମାନେ ପ୍ରାର୍ଥନା କରୁଛନ୍ତି । ଶିବମନ୍ଦିରରେ ସେମାନେ ପୂଜାର୍ଚ୍ଚନା କରିବା ସହ ଓମ୍ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଇସ୍ରାଏଲ୍ । ପ୍ରତିଟି ଭାରତୀୟଙ୍କ ପାଇଁ ଇସ୍ରାଏଲବାସୀଙ୍କ ଦରଦ ବାସ୍ତବିକ୍ ହୃଦୟସ୍ପର୍ଶୀ । ଦେଖନ୍ତୁ ଏହି ଚିତ୍ର । କିପରି ଭାରତୀୟଙ୍କ ପାଇଁ ଇସ୍ରାଏଲବାସୀ ଶିବଙ୍କୁ ଆରଧାନା କରୁଛନ୍ତି । ଭାରତର କରୋନା ସ୍ଥିତି ପୂରା ବିଶ୍ୱକୁ ଦୋହଲାଇ ଦେଇଛି । ବିଶ୍ୱବାସୀଙ୍କ ଚିନ୍ତା ବଢାଇଛି ଭାରତର କରୋନା ସ୍ଥିତି । କିଛିଦିନ ହେବ ଭାରତରେ ପ୍ରତିଦିନ ଦୈନିକ ସଂକ୍ରମଣ ୩ରୁ ୪ ଲକ୍ଷ ନୂଆ ମାମଲା ବାହାରୁଛି । ଦେଶର ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟବସ୍ଥା ପାଇଁ କରୋନା ଆକ୍ରାନ୍ତଙ୍କ ସ୍ଥିତି ବିଗଡାଇବାରେ ଲାଗିଛି ।

ତେବେ ଏହାକୁ ସୁଧାରିବାକୁ ସବୁ ସ୍ତରରେ ଯୋରଦାର ପ୍ରୟାସ ଆରମ୍ଭ ହୋଇଛି । ବଲିଉଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ସରକାରଙ୍କୁ ସହଯୋଗର ହାତ ବଢାଇଛନ୍ତି । ତେଣେ ବିଦେଶୀ ରାଷ୍ଟ୍ରମାନେ ମଧ୍ୟ ସହାୟତାର ହାତ ବଢାଇଛନ୍ତି । ବିଭିନ୍ନ ଦେଶ ଟିକା ନିର୍ମାଣ କରିବାକୁ କଞ୍ଚାମାଲ ଓ ସାମଗ୍ରୀ ସବୁ ପଠାଉଛନ୍ତି । ଯେଉଁଥିରେ, ଦେଶର ଶହ ଶହ ଲୋକ ଏକାଠି ହୋଇ ‘ଓମ୍ ନମଃ ଶିବାୟ’ ଜପ କରୁଥିବା ଦେଖିବାକୁ ମିଳିଛି । ଇସ୍ରାଏଲବାସୀ ଏକାଠି ହୋଇ ‘ଓମ୍ ନମଃ ଶିବାୟ’ ଜପ କରୁଥିବା ଏକ ଭିଡିଓକୁ ପୱନ କେ ପାଲ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ସେୟାର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା