Masthead

ଇରାନର ନର୍ଗେସ୍ ମହମ୍ମଦି ଜିତିଲେ ନୋବେଲ୍ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ନୋବେଲ୍‌ ଶାନ୍ତି ପୁରସ୍କାର ଜିତିଛନ୍ତି ନର୍ଗେସ୍‌ ମହମ୍ମଦି। ଇରାନ୍‌ରେ ମହିଳାଙ୍କ ପ୍ରତି ଉତ୍ପୀଡ଼ନ ବିରୋଧରେ ଲଢ଼େଇ ତଥା ସମସ୍ତଙ୍କ ପାଇଁ ମାନବ ଅଧିକାର ଏବଂ ସ୍ୱତନ୍ତ୍ରତାକୁ ପ୍ରୋତ୍ସାହନ ଦେବାରେ ତାଙ୍କର ପ୍ରୟାସ ପାଇଁ ନର୍ଗେସ୍‌ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ୨୦୨୩ ପ୍ରଦାନ କରାଯିବ। ନର୍ଗେସ୍‌ ମହମ୍ମଦି ଜଣେ ଇରାନୀ ମାନବାଧିକାର କାର୍ଯ୍ୟକର୍ତ୍ତା ଏବଂ ଡିଫେଣ୍ଡର ଅଫ୍‌ ହ୍ୟୁମାନ ରାଇଟ୍ସ ସେଣ୍ଟରର ଉପାଧ୍ୟକ୍ଷା।

ସେ ଇରାନରେ ଡେଥ୍‌ ପେନାଲ୍ଟି ଶେଷ କରିବା ତଥା କଏଦୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ଓକିଲ ରହିଆସିଛନ୍ତି। ମହମ୍ମଦିଙ୍କୁ ନିଜର ମାନବାଧିକାର କାର୍ଯ୍ୟ ଯୋଗୁ ଅନେକ ବାର ଜେଲ୍‌ ମଧ୍ୟ ଯିବାକୁ ପଡ଼ିଛି। ଜୀବନରେ ଅନେକ ଚ୍ୟାଲେଞ୍ଜ୍‌ ତଥା ଜେଲ୍‌କୁ ସାମ୍ନା କରିବା ସତ୍ତ୍ୱେ ମହମ୍ମଦି ଇରାନରେ ମାନବାଧିକାର ଏବଂ ଲୋକତନ୍ତ୍ର ପାଇଁ ଲଢ଼େଇ ଲଢ଼ିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା