Masthead

‘ରାଜ୍ୟଠୁ କେନ୍ଦ୍ରର ଋଣ ଭାର ଅଧିକ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୃହରେ ରାଜ୍ୟର ଋଣ ଭାରକୁ ନେଇ ଅର୍ଥମନ୍ତ୍ରୀଙ୍କ ଉତ୍ତର । ରାଜ୍ୟ ଋଣ ଭାରରେ ବୁଡି ନାହିଁ । ରାଜ୍ୟଠୁ କେନ୍ଦ୍ରର ଋଣ ଭାର ଅଧିକ ରହିଛି । କେନ୍ଦ୍ରର ବଜେଟ ଅନୁଯାୟୀ ୨୫ ପ୍ରତିଶତ ରହିଛି ଋଣ ଭାର । ଆର୍ଥିକ ପରିଚାଳନା ରେ ଓଡ଼ିଶା ଏକ ନମ୍ବର ବୋଲି କହିଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସେପଟେ ରାଜ୍ୟର ଋଣ ଭାର ପ୍ରଶ୍ନ ରେ ଅର୍ଥ ମନ୍ତ୍ରୀଙ୍କ ଲମ୍ବା ଉତ୍ତରକୁ ନେଇ ଗୃହରେ ବିରୋଧୀଙ୍କ ଆପତ୍ତି ।

ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ବିରୋଧୀ ପ୍ରଶ୍ନ ଉଠାଇ କହିଲେ ମନ୍ତ୍ରୀ ଲମ୍ବା ଉତ୍ତର ଦେଇ ଗୃହର ସମୟ ନଷ୍ଟ କରୁଛନ୍ତି । ମାର୍ଚ୍ଚ ୨୦୨୨ ସୁଧା ରାଜ୍ୟ ସରକାର ୯୭, ୨୦୪ କୋଟି ଟଙ୍କା ଋଣ କରିଛନ୍ତି। ଖୋଲା ବଜାରରୁ ୨୮ , ୫୦୭ କୋଟି ଟଙ୍କା ଋଣ କରିଛନ୍ତି। ବର୍ତ୍ତମାନ ମୁଣ୍ଡ ପିଛା ଋଣ ହେଉଛି ୨୨୦୪୨ ଟଙ୍କା ଥିବା ବେଳେ ମୁଣ୍ଡ ପିଛା ଆୟ ୧,୨୮,୮୭୩ ଟଙ୍କା ରହିଛି। ୧୯୯୯ ମସିହାରେ ମୁଣ୍ଡ ପିଛା ଋଣ ୪୯୧୮ ଟଙ୍କା ରହିଥିବା ବେଳେ ମୁଣ୍ଡ ପିଛା ଆୟ ୧୩୦୧୨ ଟଙ୍କା ରହିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରୀ, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରୀ, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ