Masthead

ରାଜ୍ୟରେ ବଢୁଛି ଶିଶୁ ଚାଲାଣ, କୋଭିଡ ପରେ ଦ୍ୱି-ଗୁଣା

ଭୁବନେଶ୍ୱର(ବଡ଼ ଖବର ବୁ୍ୟରୋ): କୋଭିଡ ପରଠାରୁ ଓଡ଼ିଶାରେ ବଢିଚାଲିଛି ଚାଲିଲ୍ଡ ଟ୍ରାଫିକିଂ । ୨୦୨୧-୨୨ ପରଠାରୁ ଏହି ମାମଲା ଦ୍ୱିଗୁଣା ହୋଇଚାଲିଛି । ଯାହାର ସଂଖ୍ୟା ୨୨ରୁ ୫୯କୁ ବୃଦ୍ଧି ପାଇଛି । ଏନେଇ ପ୍ରକାଶ ପାଇଛି ସର୍ଭେ ରିପୋର୍ଟ । ୨୦୧୬ରୁ ୨୦୨୨ ମଧ୍ୟରେ ଦେଶର ୨୧ ଟି ରାଜ୍ୟର ୨୬୨ଟି ଜିଲ୍ଲାରେ ଏହି ସର୍ଭେ କରାଯାଇଥିଲା ।

ଏହି ୬ ବର୍ଷ ମଧ୍ୟରେ ୧୮ ବର୍ଷରୁ କମ ପାଖାପାଖି ୧୩ ହଜାର ୫୪୯ ପିଲାମାନଙ୍କୁ ଉଦ୍ଧାର କରାଯାଇଥିଲା । ଚାଇଲ୍ଡ ଟ୍ରାଫିକିଂରେ ୮୦% ପିଲାମାନଙ୍କର ବୟସ ୧୩ରୁ ୧୮ ବର୍ଷ ଥିଲା । ୧୩% ପିଲାଙ୍କର ବୟସ ୯ରୁ ୧୨ବର୍ଷ ରହିଛି । ଏବଂ ୨.୩% ପିଲାଙ୍କର ବୟସ ୫-୮ ବର୍ଷ ରହିଛି । ଏହି ପିଲାମାନେ ମୁଖ୍ୟତଃ ଶିଳ୍ପାଂଚଳ, ହୋଟେଲ, ଢାବା, ଅଟୋମୋବାଇଲ ଓ ଟ୍ରାନ୍ସପୋର୍ଟ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରୁଥିବା ସୂଚନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ