Masthead

ଭାରତରେ କ୍ରାଓଜେନିକ ଅକ୍ସିଜେନ

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ): ସିଙ୍ଗାପୁରରୁ ଆସିଲା କ୍ରାଓଜେନିକ୍ ଅକ୍ସିଜେନ୍ ଟ୍ୟାଙ୍କ । ଦେଶରେ ଅକ୍ସିଜେନ୍ ଉତ୍ପାଦରେ ହେଉଥିବା ସମସ୍ୟା ଦୂର କରିବାରେ ଏହା ସହାୟକ ହେବ । ଅକ୍ସିଜେନ୍ ଅଭାବରୁ ବିଭିନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମୃତ୍ୟୁ ହେଉଥିବାରୁ କେନ୍ଦ୍ର ସରକାର ନିନ୍ଦିତ ହେଉଛନ୍ତି । ବିଦେଶରେ ଭାରତର ଛବି ମଳିନ ପଡୁଛି ।

ବାଧ୍ୟ ହୋଇ କେନ୍ଦ୍ର ସରକାର ବାହାର ରାଷ୍ଟ୍ର ଉପରେ ନିର୍ଭର କରୁଛନ୍ତି । ଦେଶରେ ଅକ୍ସିଜେନ୍ ଉତ୍ପାଦନରେ ହେଉଥିବା ସମସ୍ୟା ଦୂର ପାଇଁ ସହଯୋଗର ହାତ ବଢାଇଛି ସିଙ୍ଗାପୁର । ୪ଟି କ୍ରାଓଜନିକ୍ ଅକ୍ସିଜେନ୍ ଟ୍ୟାଙ୍କ ସିଙ୍ଗାପୁରର ହିଣ୍ଡନ୍ ଏୟାରବେଶରୁ ଭାରତ ଅଭିମୁଖେ ଉଡାଣ ଭରିଛି । ଏକ ସ୍ୱତନ୍ତ୍ର ବିମାନରେ ଏହି ୪ଟି ଟ୍ୟାଙ୍କର ଭାରତର ପାଟଣାଗଡ଼ ଏୟାର ବେଶରେ ଅବତରଣ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ