Masthead

ବ୍ଲକ ଚେୟାରମ୍ୟାନ-ବିଡିଓଙ୍କ ବିରୋଧରେ ଅଭିଯୋଗ

ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ): ବ୍ଲକ ଚେୟାରମ୍ୟାନ ଓ ବିଡିଓଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ୧୦ ସମିତି ସଭ୍ୟ ସଭ୍ୟା ଓ ଭାଏସ ଚେୟାରମ୍ୟାନ । ଦାବି ପୂରଣ ନହେଲେ ବ୍ଲକ ଘେରାଉ ଓ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ପଞ୍ଚାୟତ ସମିତି ବୈଠକ କରାନଯିବା । ପଞ୍ଚାୟତ ସମିତିର ବାର୍ଷିକ ଆୟବ୍ୟୟ ବଜେଟ ବିଷୟରେ ସମିତି ସଭ୍ୟ ସଭ୍ୟାମାନଙ୍କୁ ଅନ୍ଧାରରେ ରଖି ଚେୟାରମ୍ୟାନ ଓ ବିଡିଓ ମାନମୁଖୀ କାର୍ଯ୍ୟ ସମ୍ପାଦନ କରିବା ।

ସମିତି ସଭ୍ୟ ସଭ୍ୟା ଦେଉଥିବା ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ପ୍ରସ୍ତାବକୁ ଜାଣିଶୁଣି ଅଣଦେଖା କରିବା,ସିଏଫସି ଓ ଏସଏଫସି ସ୍କିମରେ ପାସ ହୋଇଥିବା ପ୍ରକଳ୍ପକୁ ଜାଣିଶୁଣି ବିଳମ୍ବ କରିବା, ଭାଏସ ଚେୟାରମ୍ୟାନଙ୍କୁ ତାଙ୍କ ଦାୟିତ୍ୱରୁ ବଞ୍ଚିତ କରିବା, ବିଡିଓ ମାସକୁ ୨ରୁ ୩ଥର କାର୍ଯ୍ୟାଳୟକୁ ଆସିବା ତଥା ବିଡିଓ ହେଡକ୍ବାଟରେ ରହୁ ନାହାନ୍ତି। ଏଭିଳ ବହୁ ସାଂଘାତିକ ଅଭିଯୋଗ ଆଣିଛନ୍ତି ସମିତି ସଭ୍ୟମାନେ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ