Masthead

ଛାତ୍ରଛାତ୍ରୀଙ୍କ ପାଇଁ ବାଧକ ସାଜିଛି ନିତିଦିନିଆ ବିଦ୍ୟୁତ କାଟ୍

ପଡ଼ିଆବାହାଲ, (ବଡ଼ ଖବର ବ୍ୟୁରୋ): ମହାମାରୀ କାରୋନା ସାରା ଭାରତ ବର୍ଷରେ ତାର ତାଣ୍ଡବ ରଚି ଚାଲିଛି । କରୋନା ପାଇଁ ମାର୍ଚ୍ଚ ମାସ ୧୪ ତାରିଖ ପରେ ସାରା ଓଡିଶାର ସମସ୍ତ ଶିକ୍ଷା ଅନୁଷ୍ଠାନ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ବନ୍ଦ ଅଛି, କେବେ ଖୋଲିବ ତାହା ମଧ୍ୟ କେହି ଜାଣିନାହାନ୍ତି । ବର୍ତ୍ତମାନ ପରିସ୍ଥିତରେ ସବୁ ଶିକ୍ଷାନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟରେ ଅନଲାଇନ କ୍ଲାସ ହେଉଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ପାଇଁ ବାଧକ ସାଜିଛି ବିଦ୍ୟୁତ କାଟ । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଜୁଜୁମରା ବ୍ଲକ ସ୍ଥିତ ପଡ଼ିଆବାହାଲ, ଖଲିଆପାଲି, ପ୍ରଧାନପାଲି, ବଡ଼ତୁରାଙ୍ଗ ଓ ସନାତନପାଲି ଗ୍ରାମରେ ।

ନିତିଦିନିଆ ବିଦ୍ୟୁତ କାଟ ହେଉଥିବା ଫଳରେ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ସାରା ରାଜ୍ୟରେ ଅନଲାଇନରେ ପାଠ ପଢାଯାଉଥିବା ବେଳେ ମୋବଇଲ ଓ ଲାପଟପ ଆବଶ୍ୟକ ହେଉଛି । କିନ୍ତୁ ନିୟମିତ ବିଦ୍ୟୁତ କାଟ ପାଇଁ ମୋବାଇଲ ଓ ଲାପଟପ ଚାର୍ଜ ରହିପାରୁନି । ଯାହାଫଳରେ ଛାତ୍ରଛାତ୍ରୀ ମାନେ ଅନଲାଇନ କ୍ଲାସ କରିବାରୁ ବଞ୍ଚିତ ହେଉଛନ୍ତି । ଏଥିପାଇଁ ବାରମ୍ବାର ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ ଏପରି ନିୟମିତ ବିଦ୍ୟୁତ କାଟକୁ ଧ୍ୟାନ ଦିଆଯାଉ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି