Masthead

କାହାର ହେବ ଶିବସେନା ସମ୍ପତ୍ତି ?

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ଶିବସେନାର ଦଳୀୟ ଚିହ୍ନ ସିନ୍ଦେ ଗୋଷ୍ଠୀକୁ ମିିଳିବା ପରେ ଚର୍ଚ୍ଚା ଜୋର ଧରିଛି । ଦାଦର ଥିବା ଶିବସେନା ଭବନରେ ଉଦ୍ଧବ ଗୋଷ୍ଠୀର କବ୍ଚା ରହିଛି । ତେଣୁ ସିନ୍ଦେଙ୍କ ଶିବସେନା କବ୍ଚାରେ କଣ କଣ ରହିବ ତାହା ଉପରେ ଏବେ ନଜର । ସେପଟେ ଶିବସେନା ନିକଟରେ ୧୯୧.୮୨ କୋଟିର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି । ଏଥି ସହ ମୁମ୍ବାଇରେ ୨୮୦ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ୮୨ ଶାଖା କାର୍ଯ୍ୟାଳୟ ରହିଛି ।

ଅନ୍ୟପଟେ ନିୟମ ଅନୁସାରେ ପାର୍ଟି ଉପରେ କବ୍ଚା ଏବଂ କୋଷାଧ୍ୟକ୍ଷ ନିଯୁକ୍ତି ହେବା ପରେ ସମସ୍ତ ସମ୍ପତ୍ତି ଓ ପାଣ୍ଠି ଆପେ ଆପେ ଶିବସେନା ନିକଟକୁ ହିଁ ଯିବ । ଆଗକୁ ମୁମ୍ବାଇ ସମେତ ରାଜ୍ୟର ଅନେକ ସହରରେ ପୌରପାଳିକା ନିର୍ବାଚନ ନିର୍ବାଚନ ହେବ । ଏହି ସମୟରେ ପାଣ୍ଠିର ଆବଶ୍ୟକତା ରହିଥିବାରୁ ଶିବସେନା ପାଣ୍ଠିକୁ ସିନେ୍ଦ ଗୋଷ୍ଠୀ ନେବ ନା ଉଦ୍ଧବ ଗୋଷ୍ଠୀକୁ ଛାଡ଼ିଦେବେ ତାହା ଦେଖିବାର କଥା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ