Masthead

ବଦଳିଲା କରୋନା କଲର ଟ୍ୟୁନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  କରୋନାର ଆସିଲା ନୂଆ କଲର ଟ୍ୟୁନ । କିନ୍ତୁ ଆଉ ଜଣଙ୍କ ଠାରୁ । ଆଞା ହଁ, ଏବେ ଆଉ ଆପଣ ନିଜ ଫୋନରେ ଅମିତାଭ ବଚ୍ଚନଙ୍କ କଣ୍ଠରୁ କଲର ଟ୍ୟୁନ ଶୁଣିପାରିବେ ନାହିଁ । କାରଣ ଏବେ ତାଙ୍କ ସ୍ଥାନରେ ଜଣେ ମହିଳାଙ୍କ ସ୍ୱର ଶୁଣାଯିବ । ସେ ମହିଳା ଜଣଙ୍କ ପ୍ରସିଦ୍ଧ ଭୟସ ଓଭୋର ଆର୍ଟିଷ୍ଟ ଅଟନ୍ତି । ତାଙ୍କ ନାମ ଜସଲୀନ ଭଲ୍ଲା । ଏବେ ଜସଲୀନଙ୍କ କଣ୍ଠରୁ କରୋନା ସନ୍ଦେଶ ମିଳିବ । କରୋନା ସମୟରେ ସବୁକିଛି ବଦଳିଛି । ମାତ୍ର ବଦଳିନି କେବଳ ସମସ୍ତଙ୍କ କଲର ଟ୍ୟୁନ । ଏବେଠାରୁ ଅମିତାଭଙ୍କ ବଦଳରେ ଜସଲୀନ ଭଲ୍ଲାଙ୍କ କଣ୍ଠରୁ କାରୋନା ସଂପର୍କିତ ସଚେତନ ବାର୍ତ୍ତା ଶୁଣିବାକୁ ମିଳିବ ।

ଜସଲୀନ ଭଲ୍ଲା ପ୍ରଥମେ ଏକ ଚ୍ୟାନେଲରେ ସ୍ପୋର୍ଷ୍ଟସ ଜର୍ନାଲିଷ୍ଟ ଥିଲେ । ମାତ୍ର ଗତ ୧୦ବର୍ଷ ହେଲାଣି ସେ ଭୟସ ଓଭୋର ଆର୍ଟିଷ୍ଟ ରୂପେ କାମ କରୁଛନ୍ତି । ଦିଲ୍ଲୀ-ମେଟ୍ରୋ, ଡୋକୋମୋ , ହର୍ଲିକ୍ସ ଓ ସ୍ଲାଇସ-ମେଙ୍ଗୋ ବିଞାପନରେ ସେ ନିଜ ଭୟସ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି