Before Header

ଚନ୍ଦ୍ରଯାନ- ୩ ପାଇଁ କାଉଂଟଡାଉନ ଆରମ୍ଭ

0 18

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚଦ୍ରଯାନ-୩ ମିଶନର ଶୁଭାରମ୍ଭ ପାଇଁ ଆରମ୍ଭ ହୋଇଛି କାଉଂଟଡାଉନ। ଶୁକ୍ରବାର (ଜୁଲାଇ ୧୪) ଅପରାହ୍ନ ୨.୩୫ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଲଞ୍ଚ ହେବ ଚଦ୍ରଯାନ । ତେବେ ଚନ୍ଦ୍ରଯାନ ଲଞ୍ଚ ହେବା ପୂର୍ବରୁ ଆରମ୍ଭ ହୋଇଛି କାଉଂଟଡାଉନ। ଚନ୍ଦ୍ରାଯାନ -୩ ମିଶନ ଆରମ୍ଭ କରିବାର ପ୍ରକ୍ରିୟାର ୨୪ ଘଣ୍ଟା ପୂର୍ବରୁ ଏହି କାଉଂଟଡାଉନ ଆରମ୍ଭ କରାଯାଇଛି ।

Leave A Reply

Your email address will not be published.