Masthead

ଜନ୍ମବାର୍ଷିକୀରେ ଖୋକାଭାଇଙ୍କୁ ମନେପକାଉଛି ଓଡ଼ିଶା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅକ୍ଷୟ ମହାନ୍ତି । ନାଁ ଟି ଯେପରି ଗୀତ ମଧ୍ୟ ତାଙ୍କର ସେପରି ଅକ୍ଷୟ । ପ୍ରତିଟି ଓଡିଆର ମନରେ ବାସକରନ୍ତି ଅକ୍ଷୟ । ସମସ୍ତେ ତାଙ୍କୁ ସ୍ନେହରେ ଖୋକାଭାଇ ବୋଲି ଡାକନ୍ତି । ସଂଗୀତ ଦୁନିଆର ସେ ଥିଲେ ଯାଦୁକର । ତାଙ୍କର ପଦଟିଏ ଗୀତ ମନର ସବୁ ଦୁଃଖ କଷ୍ଟକୁ ଦୂରେଇ ଦିଏ । ସେ ଉଡିଯାଉଥିବା ପକ୍ଷୀ ହେଉ କି ମଉଳି ଯାଇଥିବା ଫୁଲ ହେଉ ତାକୁ ନେଇ ଗାଇ ଦିଅନ୍ତି ସୁନ୍ଦର ଗୀତ ।

କହିବାକୁ ଗଲେ ସଂଗୀତର ଜୀବନ ଦାତା ହେଉଛନ୍ତି ଖୋକାଭାଇ । ଆଜି ବି ଖୋକାଭାଇଙ୍କୁ ଝୁରୁଛନ୍ତି ତାଙ୍କର ଅନେକ ପ୍ରଶଂସକ । ଓଡିଆ ସଂଗୀତ ଜଗତକୁ ଅନେକ ଅନେକ ହିଟ ଗୀତ ଭେଟି ଦେଇଛନ୍ତି ଅକ୍ଷୟ ମହାନ୍ତି । ଶେଷରେ ନଭେମ୍ବର ୧୭ ତାରିଖ ୨୦୦୧ ମସିହାରେ ଆଖି ବୁଜିଲେ ଅକ୍ଷୟମହାନ୍ତି । ସେ ସିନା ଆଜି ନାହାନ୍ତି ହେଲେ ସେ ଦେଇଯାଇଥିବା ପ୍ରତିଟି ଗୀତ ଆଜିବି ଲୋକଙ୍କ ଭିତରେ ରହିଛି । ଆଜି ତାଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ମନେକାଉଛନ୍ତି ତାଙ୍କର ଶହ ଶହ ପ୍ରଶଂସକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ