Masthead

ରାହୁଲ ଗାନ୍ଧିଙ୍କୁ ଶକ୍ତ ଝଟକା, ଆବେଦନ ଖାରଜ କଲେ କୋର୍ଟ

ନୂଆଦଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଶକ୍ତ ଝଟକା । ମୋଦି ସରନେମ ମନ୍ତବ୍ୟ ତାଙ୍କ ପାଇଁ ସବୁଠୁ ବଡ଼ ମହଙ୍ଗା ସାବ୍ୟସ୍ତ ହୋଇଛି । ଗୁଜୁରାଟର ସୁରଟ କୋର୍ଟ ମାନହାନୀ ମାମଲାରେ ରାହୁଲଙ୍କ ପିଟିସନକୁ ଖାରଜ କରିଦେଇଛନ୍ତି । ମୋଦି ସରନେମ ମନ୍ତବ୍ୟ ପାଇଁ ରାହୁଲଙ୍କୁ ସୁରଟ କୋର୍ଟ ୨ ବର୍ଷର ଦେଣ୍ଡାଦେଶ ଶୁଣାଇଥିଲେ । ଏହା ବିରୋଧରେ ରାହୁଲ ପିଟିସନ ଦାଖଲ କରିଥିଲେ ।

କିନ୍ତୁ କୋର୍ଟ ତାଙ୍କ ପିଟସନକୁ ଖାରଜ କରି ଦେଇଛନ୍ତି । ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ରାହୁଲ ଗାନ୍ଧି ସେସନ୍ସ କୋର୍ଟରେ ଅପିଲ କରିଥିଲେ । ରାହୁଲଙ୍କ ଆବେଦନଙ୍କୁ ସେସନ୍ସ କୋର୍ଟ ଖାରଜ କରିଦେଇଛନ୍ତି । ଜନପ୍ରତିନିଧି ଆଇନ ଅନୁସାରେ ରାହୁଲ ଗାନ୍ଧିଙ୍କ ସାଂସଦ ପଦକୁ ଲୋକସଭା ସଚିବାଳୟ ରଦ୍ଦ କରିଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି