ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ଆସିଲା ସାଙ୍ଘାତିକ ତଥ୍ୟ । ରେଲୱେ ସେଫ୍ଟି କମିଶନଙ୍କ ରିପୋଟ ଖୋଲିଲା ଗୁମର । ଦୁର୍ଘଟଣା ପଛରେ ରିଲେ ରୁମ ଦାୟୀ! । ରିିଲେ ରୁମ ଷ୍ଟାଫଙ୍କ ଅବହେଳା ଦୁର୍ଘଟଣାର କାରଣ! । ସିଗନାଲିଂ ଓ ଟେଲିକମ୍ୟୁନିକେଶନ ଡିପାର୍ଟମେଂଟରେ ତ୍ରୁଟି ଯୋଗୁଁ ଏତେ ବଡ଼ ଦୁର୍ଘଟଣା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି । ଟେକ୍ନିକାଲ ତ୍ରୁଟି ନେଇ ସେଫ୍ଟି କମିଶନରଙ୍କ ସୂଚନା । ସେଫ୍ଟି କମିଶନରଙ୍କ ରିପୋର୍ଟ ନେଇ ଚର୍ଚ୍ଚା । ଦୁର୍ଘଟଣାର କାରଣ ଖୋଜୁଛି ସିବିଆଇ ।