Masthead

ମଧୁସୁଦନ ସେତୁ ତଳୁ ମହିଳା ଉଦ୍ଧାର ଘଟଣା: ଡେଇଁ ପଡ଼ିଲେ ନାଁ ଠେଲି ଦିଆଗଲା

ଟାଙ୍ଗୀ-ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): ରବିବାର ଅପରାହ୍ନରେ କଟକ ମଧୁସୁଦନ ସେତୁ ତଳୁ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ମହିଳା ଜଣକ ଆତ୍ମହତ୍ୟା କରୁଥିଲେ ନାଁ ତାଙ୍କୁ ଠେଲି ଦିଆଯାଇଥିଲା ତାହା ଏବେ ସନ୍ଦେହ ଘେରରେ ରହିଛି । ସଦ୍ୟ ସୂଚନା ମୁତାବକ ଉଦ୍ଧାର ହୋଇଥିବା ମହିଳା ଜଣକ ଓଲିଉଡର ଜଣେ ଜଣାଶୁଣା ଯୁବ ଅଭିନେତାଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ମହିଳା ଏବଂ ତାଙ୍କ ଅଭିନେତା ସ୍ୱାମୀ ଏକ ସ୍କର୍ପିଓ ଗାଡ଼ିରେ ଆସି ପୋଲ ଉପରେ ପ୍ରାୟ ୧୫ ମିନିଟ୍ ଠିଆ ହୋଇଥିଲେ । ପରେ ଉଭୟ ପୋଲର ପାଦଚଲା ରାସ୍ତାକୁ ଯାଇଥିଲେ । କିଛି ସମୟ ପରେ ମହିଳା ଜଣକ ବ୍ରିଜରୁ ତଳକୁ ଖସି ପଡ଼ିଥିଲେ । ତେବେ ସେ ନିଜେ ଡେଇଁ ପଡ଼ିଥିଲେ ନାଁ ତାଙ୍କୁ ଠେଲି ଦିଆଯାଇଥିଲା ତାହା ସ୍ପଷ୍ଠ ହୋଇନାହିଁ । ସୂଚନାଯୋଗ୍ୟ, ସମ୍ପୃକ୍ତ ଯୁବ ଅଭିନେତାଙ୍କ ବାପା ମଧ୍ୟ ଓଲିଉଡର ଜଣେ ଭେଟେରାନ ଅଭିନେତା । କିଛିବର୍ଷ ପୂର୍ବେ ଭେଟେରାନ ଅଭିନେତାଙ୍କ ସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ