Masthead

ବୋହୂ ସାଜିଲା ଲେଡି ହିଟଲର 

ନିଶ୍ଚତକୋଇଲି (ବଡ଼ ଖବର ବ୍ୟୁରୋ): ବୋହୂ ସାଜିଲା ଲେଡି ହିଟଲର । ଆଉ ଲେଡି ହିଟଲରଙ୍କ ସୈନ୍ୟ ସାଜିଲେ ବିଜେଡି ସରପଞ୍ଚଙ୍କ ସ୍ୱାମୀ । ବୋହୂ ଘର ଭିତରେ ନିଜର ଶାଶୁଶ୍ୱଶୁର ପ୍ରତି ଅବହେଳା ଆଚରଣ ଦେଖାଇବା, ନିଜ ଘରର କିଛି କାମ ନକରି ଶାଶୁଶ୍ୱଶୁରଙ୍କୁ କାମ କରାଇବା “ମୋତେ କାମକଥା କହିଲେ ମୁ ଜୀବନ ହାରିଦେବି” କହି ଶାଶୁଶ୍ୱଶୁରଙ୍କୁ ଡରାଇ ରଖୁଥିଲେ ।

 

ଏହା ପରେ ନିଜ ବାପାଭାଇଙ୍କୁ ଡାକି ସରପଞ୍ଚ ସହାୟତାରେ ଆଉକିଛି ଅସାମାଜିକ ଲୋକଙ୍କୁନେଇ ସରପଞ୍ଚଙ୍କ ସ୍ୱାମୀ ବିଭୂଭୂଷଣ ନାୟକ କିଶନନଗର ତହସିଲରେ କାର୍ଯ୍ୟରତ ଥିବା ଯଦୁ ମଲିକ (ଟୁକୁନା ) ଓ ଅନ୍ୟ ସାଙ୍ଗମାନେ ମିଶି ଗାଳିଗୁଲଜ କରିବା, ମାଡମାରିବା ଏବଂ ଘରର ଆସବାସ ଜିନିଷ ଭଙ୍ଗାରୁଜା କରିବା, ଆସିଥିବା ଝିଅଜ୍ୱାଇଁଙ୍କୁ ମାଡମାରିବାକୁ ପଛାଇନଥିଲେ ବୋହୂ । ଏ ବିଷୟରେ ସରପଞ୍ଚ ଶ୍ରଦ୍ଧାଞ୍ଜଳି ନାୟକ ପଚାରିବାରୁ ଏହି କେସ ସ୍ୱାମୀ ବୁଝାସୁଝା କରୁଛନ୍ତି ବୋଲି ସେ କହିଥିଲେ । ଏଭଳି ପରିସ୍ଥିତିରେ ଅଭିଯୋଗକାରୀଙ୍କୁ ନ୍ୟାୟ ପ୍ରକୃତରେ ମିଳିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ