Masthead

ଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କ ସ୍ୱାଧୀନତା ଦିବସ ପାଳନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀ, ଲାଡୋସରାଇ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ପ୍ରବାସୀ ଓଡ଼ିଆ ସଙ୍ଗଠନ “ପ୍ରଗତି ଓଡ଼ିଆ ସମାଜ” ଦ୍ୱାରା ୭୫ତମ ସ୍ୱାଧୀନତା ଦିବସ ଅତି ଆଡ଼ମ୍ବରରେ ପାଳନ କରାଯାଇଥିଲା । ଏହି ଉତ୍ସବରେ ସଂସ୍ଥାର ସଭାପତି- ସୋମନାଥ ସ୍ୱାଇଁ, ଉପସଭାପତି- ବିଭୁତି ବେହେରା ଉତ୍ସବ କୁ ପରିଚାଳନା କରିଥିଲେ

ପ୍ରମୋଦ ବାରିକ, ଦେବାଶିଷ ବାବୁ, ଭାଗିରଥି ମହାରଣା, ସୁଶାନ୍ତ ବିଶ୍ୱାଳ, ସଞ୍ଜୟ ନାୟକ, ଅଭିରାମ ସାମଲ, ରଘୁନାଥ ମଳିକ, ଦୁର୍ଗା ଧଳ, ଗୌତମ ବାବୁ, ଧ୍ରୁବ ବାବୁ, ମହେନ୍ଦ୍ର ବାବୁ ଏବଂ ଅନ୍ୟ ୨୦୦ ରୁ ଉର୍ଦ୍ଧ୍ବ ଓଡ଼ିଆ ଭାଇ ଓ ଭଉଣୀମାନେ ଉପସ୍ଥିତ ରହି ପ୍ରଗତି ଓଡ଼ିଆ ସମାଜର ପ୍ରଗତି ରଥକୁ ଆଗକୁ ବଢ଼େଇ ନେବାକୁ ସଂକଳ୍ପ କରିଥିଲେ, ଏହି ଉତ୍ସବ ରେ ସଭାପତି ଜାତୀୟ ପତାକା ଉତ୍ତୋଳନ କରିଥିଲେ, ପରିଶେଷରେ, ସଭାପତି ଏବଂ ସମ୍ପାଦକ ଅଭିଭାଷଣ ଦେଇଥିଲେ, ମିଷ୍ଟାନ୍ନ ଭୋଜନ ସହ ଉତ୍ସବ ସୁରୁଖୁରୁରେ ସମ୍ପାଦନା ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର