Masthead

ଡିସେମ୍ବରରେ ଆସିପାରେ ଡିଜିଟାଲ କରେନ୍ସି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଆସନ୍ତା ଡିସେମ୍ବର ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କ ଲଞ୍ଚ କରିବ ପ୍ରଥମ ଡିଜିଟାଲ କରେନ୍ସି । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସିଏନବିସିକୁ ସାକ୍ଷାତକାର ଦେଇ କହିଛନ୍ତି, ପ୍ରଥମ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ପର୍ଯ୍ୟାୟକ୍ରମେ ଲଞ୍ଚ କରିବା ବ୍ୟବସ୍ଥା ହେଉଛି । ଏ କ୍ଷେତ୍ରରେ ପର୍ଯ୍ୟାପ୍ତ ସାବଧାନତା ଅବଲମ୍ବନ କରାଯିବ । କେବଳ ରିଜର୍ଭ ବ୍ୟାଙ୍କ ନୁହେଁ ସାରା ପୃଥିବୀ ପାଇଁ ଏହା ଏକ ନୂଆ ପ୍ରଡକ୍ଟ ।

ଡିସେମ୍ବର ପୂର୍ବରୁ ସିବିଡିସିର ପ୍ରଥମ ଟ୍ରାଏଲ କରାଯିବ । ତେବେ ଚୀନ, ଜାପାନ ଓ ସ୍ୱିଡେନ ଆଦି ଦେଶରେ ଡିଜିଯାଲ କରେନ୍ସି ଆରମ୍ଭ କରାଯାଇଛି । ଏବେ ୟୁକେ, ଆମେରିକା ମଧ୍ୟ ଏଦିଗରେ ଚିନ୍ତା କରୁଛନ୍ତି । ଭବିଷ୍ରତରେ ଡିଜିଟାଲ ମୁଦ୍ରାର ବହୁଳ ପ୍ରଚଳନ ହେବାର ସମ୍ଭାବନା ତିବାରୁ ଆରବିଆଇ ମଧ୍ୟ ଏଦିଗରେ ତତ୍ପର ହୋଇପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା