Masthead

ବିଜେଡି ନେତାଙ୍କ ଉପରେ ନକ୍ସଲ ଲିଙ୍କ ଅଭିଯୋଗ, କଂଗ୍ରେସ ସହ ସ୍ୱର ମିଳାଇଲା ବିଜେପି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୂର୍ବତନ ରାଜ୍ୟସଭା ସାଂସଦ କେ ଭାସ୍କର ରାଓଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲା କଂଗ୍ରେସ । ଟ୍ରକ ମାଲିକ ସଙ୍ଘ ଠାରୁ ଅର୍ଥ ଆଦାୟ କରି ନକ୍ସଲଙ୍କୁ ଆର୍ଥିକ ସହାୟତା ଦେଉଥିବା ଅଭିଯୋଗ କଲେ କଂଗ୍ରେସ ନେତା ଗଣେଶ୍ୱର ବେହେରା । ଯାହାକୁ ନେଇ ପ୍ରତିକ୍ରିୟା ରଖଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ।

କହିଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅତୀତରେ ମଧ୍ୟ ବିଜେଡିର ଅନେକ ନେତାମାନେ ନିର୍ବାଚନ ଏବଂ ବ୍ୟବସାୟ ସମୟରେ ନକ୍ସଲମାନଙ୍କ ସମ୍ପର୍କରେ ଥାଆନ୍ତି ।ଏକଥା ଉପରକୁ ଜଣାପଡିଲେ ବି ସେ ଲୁଚାଇଥାନ୍ତି । ଏପଟେ କୁହନ୍ତି ନକ୍ସଲ ଦମନରେ ଅଛୁ କିନ୍ତୁ ପ୍ରକୃତରେ ବିଜୁ ଜନତା ଦଳର ନେତା ନକ୍ସଲଙ୍କ ସମ୍ପର୍କରେ ଥାନ୍ତି ଏକଥା ସ୍ପଷ୍ଟ । ଅନେକ ଅଭିଯୋଗ ଅଛି ଏ ସମ୍ପର୍କରେ ଗୃହ ମନ୍ତ୍ରୀ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ପଚାରିଲେ ଓଡିଶାବାସୀ ଜାଣିପାରିବେ ବିଜେଡି ନେତାଙ୍କର କେତେ ରୂପ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ