Masthead

‘ଘୁଙ୍ଗ୍ରୋ ’ ଗୀତ ର ଧୁମରେ କାହିଁକି ନାଚିଲେ ଡାକ୍ତର, ଜାଣନ୍ତୁ

ଗୌହାଟି(ବଡ଼ ଖବର ବ୍ୟୁରୋ): ରୋଗୀ ସେବା ହିଁ ଡାକ୍ତରଙ୍କ ଧର୍ମ । ସେଥିପାଇଁ ତ ତାଙ୍କୁ ଦ୍ୱିତୀୟ ଈଶ୍ୱର ବୋଲି କୁହାଯାଏ । ତେବେ ଜଣେ ଡାକ୍ତର ରୋଗୀ ସେବା ଛାଡି ଡାକ୍ତରଖାନାରେ ହିନ୍ଦି ଫିଲ୍ଲର ଧୁମ୍ରେ ନାଚିବା ଆଶ୍ଚର୍ଯ୍ୟ ନିଶ୍ଚୟ । ଏହା ଗପ ନୁହେଁ, ସତ । ଆସାମର ଏକ ଡାକ୍ତରଖାନାରେ ଏଭଳି ଘଟଣା ଘଟିଛି ।
ଆସାମର ଜଣେ ଡାକ୍ତର କରୋନା ରୋଗୀଙ୍କ ମୁହଁରେ ହସ ଆଣିବା ପାଇଁ ଚଳଚ୍ଚିତ୍ର ‘ୱାର’ ର ଘୁଙ୍ଗ୍ରୋଗୀତର ଧୁମରେ ଜବରଦସ୍ତ ନୃତ୍ୟ ପରିବେଷଣ କରିଥିଲେ। ଡାକ୍ତରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖି ବଲିଉଡ ଅଭିନେତା ହ୍ରିତିକ ରୋଶନ ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି । ହ୍ରିତିକ ଡାକ୍ତରଙ୍କ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘ଡାକ୍ତରଙ୍କୁ କୁହ ଦିନେ ମୁଁ ଆସାମରେ ତାଙ୍କ ସହ ଡ୍ୟାନ୍ସ ଷ୍ଟେପ୍ ଶିଖିବି।‘ ହ୍ରିତିକ ରୋଶନଙ୍କ ପ୍ରଶଂସକମାନେ ଏହି ପୋଷ୍ଟର ମଧ୍ୟ ପ୍ରଶଂସା କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା