ଦୁଷ୍ମନ୍ତଙ୍କୁ ହତ୍ୟା କରାଯାଇଛି : ବିଭୁ ପ୍ରସାଦ ତରାଇ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପି ନେତା ବିଭୁ ପ୍ରସାଦ ତରାଇ ଙ୍କ ସମ୍ବାଦିକ ସମ୍ମିଳନୀ । ଦୁଷ୍ମନ୍ତଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି ।ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବଣ୍ଟା ଯାଉଥିବା କାର୍ଡ ରାଜ୍ୟରେ ପୁସିଂ କାର୍ଡ ପାଲଟି ଯାଇଛି । ସରକାର ଓଡିଶାବାସୀଙ୍କୁ ଭଣ୍ଡାଉଛନ୍ତି ।

ଗତ ୮ ତାରିଖରେ ଦୁଷ୍ମନ୍ତ ଦାସ ବିଧାନସଭା ଆଗରେ ପହଂଚି ଗଣମାଧ୍ୟମ ଆଗରେ ବିଷ ଖାଇଛି ବୋଲି କହିଥିଲା । ପରେ ପୋଲିସ ତାକୁ କ୍ୟାପିଟାଲ ମେଡିକାଲ ମେଡିକାଲକୁ ନେଲା। ରେକର୍ଡ ଅନୁସାରେ ୧୨.୩୦ ରେ କ୍ୟାପିଟାଲ ମେଡିକାଲରେ ଆଡମିଟ କରାଯାଇ ୧.୩୦ ରେ କଟକ ମେଡିକାଲକୁ ପଠାଇ ଦିଆଗଲା । କିନ୍ତୁ କଟକ ମେଡିକାଲ ରେ ଦୁଷ୍ମନ୍ତ ୪ ଟାରେ ପହଞ୍ଚିଥିଲା ।

ପ୍ରଶ୍ନ ଭୁବନେଶ୍ୱର ରେ ଗୁରୁତର ଥିବା ଦୁଷ୍ମନ୍ତଙ୍କୁ ଭୁବନେଶ୍ୱର ର ଘରୋଇ ମେଡିକାଲରେ ଭର୍ତ୍ତି ନକରି କଟକ କାହିଁକି ପଠା ଗଲା । ସେହିପରି ଭୁବନେଶ୍ୱରରୁ କଟକ ୩୦ କିମି ରାସ୍ତା ଅଢେଇ ଘଣ୍ଟା କେମିତି ଲାଗିଗଲା । ଏଥିରୁ ସ୍ପଷ୍ଟ କ୍ୟାପିଟାଲରୁ କଟକ ନେବା ଦାୟିତ୍ୱରେ ଥିବା ଲୋକ ହିଁ ଦୁଷ୍ମନ୍ତ ମୃତ୍ୟୁ ପାଇଁ ଦାୟୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’