ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲା ନିର୍ବାଚନ ବାଜିମାତ କରିଛି ବିଜେପି । ଓଡ଼ିଶା ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ଏକ ବଡ଼ ବିଜୟ ହାସଲ କରିଛି ବିଜେପି। ୧୪୭ ବିଧାନସଭା ଆସନରୁ ବିଜେପି, ବିଜେଡିର ଗଡ଼ ଗଞ୍ଜାମର ସାନଖେମୁଣ୍ଡି, ହିଞ୍ଜିଳି ବ୍ୟତୀତ ସମସ୍ତ ବିଧାନସଭା ଓ ଲୋକସଭା କ୍ଷେତ୍ରରେ ଉଡ଼ାଇଛି ବିଜୟ ବାନା। ଏହା ସହ ମୋଟ୍ ୭୮ ଟି ବିଧାନସଭା ଆସନ ଏବଂ ୨୧ରୁ ୨୦ ଲୋକସଭା ସିଟ୍ ନିଜ ଖାତାକୁ ନେଇଛି। ବିଜେପି ଝଡ଼ରେ ବିଜେଡିର ବହୁ ବଡ଼ ବଡ଼ ଦ୍ରୁମ ଧରାଶାୟୀ ହୋଇଛନ୍ତି । ତେବେ ନଜର ପକାନ୍ତୁ ତିନି ଦଳର ନେତାଙ୍କ ମଧ୍ୟରୁ କିଏ କେଉଁଠୁ ବାଜି ମାରିଲେ ।
ଆନନ୍ଦପୁର – ଅଭିମନ୍ୟୁ ସେଠୀ (ବଜେଡି)
ଅନୁଗୁଳ – ପ୍ରତାପ ପ୍ରଧାନ (ବିଜେପି)
ଆସିକା – ସରୋଜ ପାଢ଼ୀ (ବିଜେପି)
ଆଠଗଡ଼ – ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ବିଜେଡି)
ଆଠମଲ୍ଲିକ – ନଳିନୀକାନ୍ତ ପ୍ରଧାନ (ବିଜେଡି)
ଅତାବିରା – ନିହାର ମହାନନ୍ଦ (ବିଜେପି)
ଆଳି – ପ୍ରତାପ ଦେବ (ବିଜେଡି)
ବଡ଼ସାହି – ସନାତନ ବିଜୁଳି (ବିଜେପି)
ବାଲେଶ୍ୱର – ମାନସ ଦତ୍ତ ବିଜୟୀ (ବିଜେପି)
ବାଲିଗୁଡ଼ା – ଚକ୍ରମଣି କହଁର (ବିଜେଡି)
ବାଲିକୁଦା-ଏରସମା – ସାରଦା ଜେନା (ବିଜେପି)
ବାଙ୍ଗିରିପୋଷି – ସଂଜଳି ମୁର୍ମୁ (ବିଜେପି)
ବାଙ୍କୀ – ଦେବୀରଂଜନ ତ୍ରିପାଠୀ (ବିଜେଡି)
ବାରବାଟୀ-କଟକ – ସୋଫିଆ ଫିର୍ଦୋସ (କଂଗ୍ରେସ)
ବଡ଼ମ୍ବା – ବିଜୟ ଦଳବେହେରା (ସ୍ୱାଧୀନ)
ବଡ଼ଚଣା – ଅମର ନାୟକ (ବିଜେପି)
ବରଗଡ଼ – ଅଶ୍ୱିନୀ ଷଡ଼ଙ୍ଗୀ (ବିଜେପି)
ବରୀ – ବିଶ୍ୱରଂଜନ ମଲ୍ଲିକ (ବିଜେଡି)
ବାରିପଦା – ପ୍ରକାଶ ସୋରେନ (ବିଜେପି)
ବସ୍ତା – ସୁବାସିନୀ ଜେନା (ବିଜେଡି)
ବାସୁଦେବପୁର – ଅଶୋକ ଦାସ (କଂଗ୍ରେସ)
ବେଗୁନିଆ – ପ୍ରଦୀପ ସାହୁ (ବିଜେଡି)
ବ୍ରହ୍ମପୁର – କେ. ଅନିଲ କୁମାର (ବିଜେପି)
ଭଦ୍ରକ – ସୀତାଂଶୁ ମହାପାତ୍ର (ବିଜେପି)
ଭଣ୍ଡାରୀପୋଖରୀ – ସଂଜୀବ ମଲ୍ଲିକ (ବିଜେଡି)
ଭଂଜନଗର – ପ୍ରଦ୍ୟୁମ୍ନ ନାୟକ (ବିଜେପି)
ଭଟଲୀ – ଈରାଶିଷ ଆଚାର୍ଯ୍ୟ (ବିଜେପି)
ଭବାନୀପାଟଣା – ସାଗର ଦାସ (କଂଗ୍ରେସ)
ଭୋଗରାଇ – ଗୌତମବୁଦ୍ଧ ଦାସ (ବିଜେଡି)
ଭୁବନେଶ୍ୱର ମଧ୍ୟ – ଅନନ୍ତ ନାରାୟଣ ଜେନା (ବିଜେଡି)
ଭୁବନେଶ୍ୱର ଉତ୍ତର – ସୁଶାନ୍ତ ରାଉତ (ବିଜେଡି)
ବିଜେପୁର – ସନତ ଗଡ଼ତିଆ (ବିଜେପି)
ବିଂଝାରପୁର – ପ୍ରମିଳା ମଲ୍ଲିକ (ବିଜେଡି)
ବୀରମିତ୍ରପୁର – ରୋହିତ ଯୋଶେଫ ତିର୍କି (ବିଜେଡି)
ବୀରମହାରାଜପୁର – ରଘୁନାଥ ଜଗଦଲା (ବିଜେପି)
ବିଷମକଟକ – ନୀଳମାଧବ ହିକକା (କଂଗ୍ରେସ)
ବଣାଇ – ଲକ୍ଷ୍ମଣ ମୁଣ୍ଡା (ସିପିଆଇଏମ୍)
ବୌଦ୍ଧ – ସରୋଜ ପ୍ରଧାନ (ବିଜେପି)
ବ୍ରହ୍ମଗିରି – ଉପାସନା ମହାପାତ୍ର (ବିଜେପି)
ବ୍ରଜରାଜନଗର – ସୁରେଶ ପୂଜାରୀ (ବିଜେପି)
ଚମ୍ପୁଆ – ସନାତନ ମହାକୁଡ଼ (ବିଜେଡି)
ଛେଣ୍ଡିପଦା – ଅଗସ୍ତୀ ବେହେରା (ବିଜେପି)
ଚିକିଟି – ମନୋରଂଜନ ଦ୍ୟାନସାମନ୍ତରାୟ (ବିଜେପି)
ଚିଲିକା – ପୃଥ୍ୱୀରାଜ ହରିଚନ୍ଦନ (ବିଜେପି)
ଚିତ୍ରକୋଣ୍ଡା – ମଙ୍ଗୁ ଖିଲ (କଂଗ୍ରେସ)
ଚୌଦ୍ୱାର କଟକ – ସୌଭିକ ବିଶ୍ୱାଳ (ବିଜେଡି)
କଟକ ସଦର – ପ୍ରକାଶ ସେଠୀ (ବିଜେପି)
ଡାବୁଗାଁ – ମନୋହର ରନ୍ଧାରୀ (ବିଜେଡି)
ଦଶପଲ୍ଲା – ରମେଶ ବେହେରା (ବିଜେଡି)
ଦେବଗଡ଼ – ରୋମାଞ୍ଚ ରଂଜନ ବିଶ୍ୱାଳ (ବିଜେଡି)
ଧାମନଗର – ସୂର୍ଯ୍ୟବଂଶୀ ସୂରଜ (ବିଜେପି)
ଧର୍ମଗଡ଼ – ସୁଧିର ପାଟ୍ଟଯୋଶୀ (ବିଜେପି)
ଧର୍ମଶାଳା – ହିମାଂଶୁ ସାହୁ (ସ୍ୱାଧୀନ)
ଢେଙ୍କାନାଳ – କୃଷ୍ଣଚନ୍ଦ୍ର ପାତ୍ର (ବିଜେପି)
ଦିଗପହଣ୍ଡି – ସିଦ୍ଧାନ୍ତ ମହାପାତ୍ର (ବିଜେପି)
ଏକାମ୍ର ଭୁବନେଶ୍ୱର – ବାବୁ ସିଂ (ବିଜେପି)
ଜି.ଉଦୟଗିରି – ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ (କଂଗ୍ରେସ)
ଘସିପୁରା – ବଦ୍ରି ନାରାୟଣ ପାତ୍ର (ବିଜେଡି)
ଗୋପାଳପୁର – ବିଭୂତି ଜେନା (ବିଜେପି)
ଗୁଣପୁର – ସତ୍ୟଜିତ ଗମା (କଂଗ୍ରେସ)
ହିନ୍ଦୋଳ – ସୀମାରାଣୀ ନାଏକ (ବିଜେପି)
ହିଂଜିଳି – ଶିଶିର ମିଶ୍ର (ବିଜେପି)
ଜଗତସିଂହପୁର – ଅମରେନ୍ଦ୍ର ଦାସ (ବିଜେପି)
ଜଳେଶ୍ୱର – ଅଶ୍ୱିନୀ ପାତ୍ର (ବିଜେଡି)
ଯଶୀପୁର – ଗଣେଶରାମ ଖୁଣ୍ଟିଆ (ବିଜେପି)
ଜଟଣୀ – ବିଭୁତି ବଳବନ୍ତରାୟ (ବିଜେଡି)
ଜୟଦେବ – ନବକିଶୋର ମଲ୍ଲିକ (ବିଜେଡି)
ଜୟପୁର – ତାରା ବାହିନୀପତି (କଂଗ୍ରେସ)
ଝରିଗାଁ – ନରସିଂହ ଭତ୍ରା (ବିଜେପି)
ଝାରସୁଗୁଡ଼ା – ଟଙ୍କଧର ତ୍ରିପାଠୀ (ବିଜେପି)
କବିସୂର୍ଯ୍ୟନଗର – ପ୍ରତାପ ନାୟକ (ବିଜେପି)
କାକଟପୁର – ତୁଷାରକାନ୍ତି ବେହେରା (ବିଜେଡି)
କାମାକ୍ଷାନଗର – ଶତ୍ରୁଘ୍ନ ଜେନା (ବିଜେପି)
କଣ୍ଟାମାଳ – କହ୍ନେଇ ଚରଣ (ବିଜେପି)
କରଞ୍ଜିଆ – ପଦ୍ମଚରଣ ହାଇବ୍ରୁ (ବିଜେପି)
କେନ୍ଦ୍ରାପଡ଼ା – ଗଣେଶ୍ୱର ବେହେରା (ବିଜେଡି)
କେନ୍ଦୁଝର – ମୋହନ ମାଝୀ (ବିଜେପି)
ଖଲ୍ଲିକୋଟ – ପୂର୍ଣ୍ଣଚନ୍ଦ୍ର ସେଠୀ (ବିଜେପି)
ଖଣ୍ଡପଡ଼ା – ଦୁଷ୍ମନ୍ତ ସ୍ୱାଇଁ (ବିଜେପି)
ଖଡ଼ିଆଳ – ଅଧିରାଜ ପାଣିଗ୍ରାହୀ (ବିଜେଡି)
ଖୋର୍ଦ୍ଧା – ପ୍ରଶାନ୍ତ ଜଗଦ୍ଦେବ (ବିଜେପି)
କୋରାପୁଟ – ରଘୁରାମ ମାଛ (ବିଜେପି)
କୋରେଇ – ଆକାଶ ଦାସ ନାୟକ (ବିଜେପି)
କୋଟପାଡ଼ – ରୁପୁ ଭତ୍ରା (ବିଜେପି)
କୁଚିଣ୍ଡା – ରବି ନାଏକ (ବିଜେପି)
ଲାଞ୍ଜିଗଡ଼ – ପ୍ରଦୀପ ଦିଶାରୀ (ବିଜେଡି)
କଣ୍ଟାବାଂଜି – ଲକ୍ଷ୍ମଣ ବାଗ (ବିଜେପି)
ଲକ୍ଷ୍ମୀପୁର – ପବିତ୍ର ସାଉନ୍ତା (କଂଗ୍ରେସ)
ଲୋଇସିଂହା – ମୁକେଶ ମହାଲି (ବିଜେପି)
ମହାକାଳପଡ଼ା – ଦୁର୍ଗାପ୍ରସନ୍ନ ନାୟକ (ବିଜେପି)
ମାହାଙ୍ଗା – ସାରଦା ପ୍ରଧାନ (ସ୍ୱାଧୀନ)
ମାଲକାନଗିରି – ନରସିଂହ ମାଡ଼କାମୀ (ବିଜେପି)
ମୋହନା – ଦାଶରଥୀ ଗମାଙ୍ଗ (କଂଗ୍ରେସ)
ମୋରଡ଼ା – କୃଷ୍ଣଚନ୍ଦ୍ର ମହାପାତ୍ର (ବିଜେପି)
ନବରଙ୍ଗପୁର – ଗୌରୀଶଙ୍କର ମାଝୀ (ବିଜେପି)
ନର୍ଲା – ମନୋରମା ମହାନ୍ତି (ବିଜେଡି)
ନୟାଗଡ଼ – ଅରୁଣ ସାହୁ (ବିଜେଡି)
ନିଆଳି – ପ୍ରମୋଦ ମଲ୍ଲିକ (ବିଜେଡି)
ନୀଳଗିରି – ସନ୍ତୋଷ ଖଟୁଆ (ବିଜେପି)
ନିମାପଡ଼ା – ପ୍ରଭାତି ପରିଡ଼ା (ବିଜେପି)
ନୂଆପଡ଼ା – ରାଜେନ୍ଦ୍ର ଢ଼ୋଲକିଆ (ବିଜେଡି)
ପଦ୍ମପୁର – ବର୍ଷା ସିଂ ବରିହା (ବିଜେଡି)
ପାଲଲହଡ଼ା – ଅଶୋକ ମହାନ୍ତି (ବିଜେପି)
ପାରାଦୀପ – ସଂପଦ ସ୍ୱାଇଁ (ବିଜେପି)
ପାରଳାଖେମୁଣ୍ଡି – ରୂପେଶ ପାଣିଗ୍ରାହୀ (ବିଜେଡି)
ପର୍ଜଙ୍ଗ – ବିଭୁତି ପ୍ରଧାନ (ବିଜେପି)
ପାଟକୁରା – ଅରବିନ୍ଦ ମହାପାତ୍ର (ବିଜେଡି)
ପାଟଣା – ଅଖିଳ ନାଏକ (ବିଜେପି)
ପାଟଣାଗଡ଼ – କନକ ବର୍ଦ୍ଧନ ସିଂହଦେଓ (ବିଜେପି)
ଫୁଲବାଣୀ – ଉମାଚରଣ ମଲ୍ଲିକ (ବିଜେପି)
ପିପିଲି – ଆଶ୍ରିତ ପଟ୍ଟନାୟକ (ବିଜେପି)
ପୋଲସରା – ଗୋକୁଳାନନ୍ଦ ମଲ୍ଲିକ (ବିଜେପି)
ପଟାଙ୍ଗୀ – ରାମଚନ୍ଦ୍ର କାଡ଼ାମ (କଂଗ୍ରେସ)
ପୁରୀ – ସୁନୀଲ ମହାନ୍ତି (ବିଜେଡି)
ରଘୁନାଥପାଲ୍ଲୀ – ଦୁର୍ଗାଚରଣ ତନ୍ତୀ (ବିଜେପି)
ରେଢ଼ାଖୋଲ – ପ୍ରସନ୍ନ ଆଚାର୍ଯ୍ୟ (ବିଜେଡି)
ରାଇରଙ୍ଗପୁର – ଜୋଲେନ ନାଏକ (ବିଜେପି)
ରାଜନଗର – ଧୃବ ସାହୁ (ବିଜେଡି)
ରାଜଗାଙ୍ଗପୁର – ସିଏସ୍ ରାଜନ ଏକ୍କା (କଂଗ୍ରେସ)
ରଣପୁର – ସୁରମା ପାଢ଼ୀ (ବିଜେପି)
ରାୟଗଡ଼ା – ଆପଲାସ୍ୱାମୀ କାଡ୍ରାକା (କଂଗ୍ରେସ)
ରେମୁଣା – ଗୋବିନ୍ଦ ଦାସ (ବିଜେପି)
ରେଙ୍ଗାଲି – ସୁଦର୍ଶନ ହରିପାଲ (ବିଜେଡି)
ରାଉରକେଲା – ସାରଦା ନାୟକ (ବିଜେଡି)
ସାଲେପୁର – ପ୍ରଶାନ୍ତ ବେହେରା (ବିଜେଡି)
ସମ୍ବଲପୁର – ଜୟନାରାୟଣ ମିଶ୍ର (ବିଜେପି)
ସାନଖେମୁଣ୍ଡି – ରମେଶ ଜେନା (କଂଗ୍ରେସ)
ସାରସକଣା – ଭାଦବ ହାଁସଦା (ବିଜେପି)
ସତ୍ୟବାଦୀ – ଓମ୍ପ୍ରକାଶ ମିଶ୍ର (ବିଜେପି)
ସିମୁଳିଆ – ପଦ୍ମଲୋଚନ ପଣ୍ଡା (ବିଜେପି)
ସୋନପୁର – ନିରଞ୍ଜନ ପୂଜାରୀ (ବିଜେଡି)
ସୋର – ମାଧବ ଧଡ଼ା (ବିଜେଡି)
ସୁକିନ୍ଦା – ପ୍ରଦୀପ ବଳସାମନ୍ତ (ବିଜେପି)
ସୁନ୍ଦରଗଡ଼ – ଯୋଗେଶ ସିଂହ (ବିଜେଡି)
ସୋରଡ଼ା – ନୀଳମଣି ବିଷୋୟୀ (ବିଜେପି)
ତାଳଚେର – ବ୍ରଜ କିଶୋର ପ୍ରଧାନ (ବିଜେଡ)
ତଳସରା – ଭବାନୀ ଭୋଇ (ବିଜେପି)
ତେଲକୋଇ – ଫକୀର ନାୟକ ବିଜୟୀ (ବିଜେଡି)
ତିର୍ତ୍ତୋଲ – ରମାକାନ୍ତ ଭୋଇ (ବିଜେଡି)
ଟିଟିଲାଗଡ଼ – ନବୀନ ଜୈନ (ବିଜେପି)
ଉଦଳା – ଭାସ୍କର ମଢ଼େଇ (ବିଜେପି)
ଉମରକୋଟ – ନିତ୍ୟାନନ୍ଦ ଗଣ୍ଡ (ବିଜେପି)