Before Header

ମଣିପୁରରୁ ଫେରିଲେ ପ୍ରବାସୀ ଓଡ଼ିଆ

0 35

ମଣିପୁର (ବଡ଼ ଖବର ବ୍ୟୁରୋ):ମଣିପୁରରୁ ଫେରିଲେ ପ୍ରବାସୀ ଓଡ଼ିଆ । ମଣିପୁରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଓଡିଆ ଛାତ୍ରଛାତ୍ରୀମାନଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦରରେ ଓଡିଶା ମୋ ପରିବାର ପକ୍ଷରୁ ସ୍ବାଗତ କରାଯାଇଛି । ମଣିପୁରରୁ ବିମାନ ଯୋଗେ ଭୁବନେଶ୍ୱର ଫେରିଛନ୍ତି ୧୦ ଜଣ ଛାତ୍ରଛାତ୍ରୀ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ନବୀନ ନିବାସ ଯାଇଥିଲେ ଛାତ୍ରଛାତ୍ରୀ ।

Leave A Reply

Your email address will not be published.