Masthead

ବିଜେପି କ୍ଷମତାରେ ରହିବା ପାଇଁ ପ୍ରଭୁ ରାମଙ୍କ ନାମ ବ୍ୟବହାର କରେ: ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଜେପିକୁ ଟାର୍ଗେଟ କରି ଭଗବାନ ରାମଙ୍କ ଉପରେ ବଡ଼ ବୟାନ ଦେଇଛନ୍ତି ଫାରୁକ ଅବଦୁଲ୍ଲା । ସେ କହିଛନ୍ତି, ଏହି ଦଳ କେବଳ କ୍ଷମତାରେ ରହିବା ପାଇଁ ପ୍ରଭୁ ରାମଙ୍କ ନାମ ବ୍ୟବହାର କରେ, କିନ୍ତୁ ରାମ କେବଳ ହିନ୍ଦୁମାନଙ୍କର ନୁହେଁ ମୁସଲମାନଙ୍କର ମଧ୍ୟ ଭଗବାନ। ଉଦ୍ଧମପୁରରେ ପାନ୍ଥର୍ସ ପାର୍ଟି ଦ୍ୱାରା ଆୟୋଜିତ ଏକ ରାଲିରେ ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ୍‌ କନ୍‌ଫରେନ୍ସର ସଭାପତି ଫାରୁକ ଅବଦୁଲ୍ଲା କହିଛନ୍ତି, ରାମ କେବଳ ହିନ୍ଦୁମାନଙ୍କର ଭଗବାନ, ଦୟାକରି ଏହି ଧାରଣାକୁ ମନରୁ ହଟାନ୍ତୁ।

ରାମଙ୍କ ଉପରେ ଯେଉଁମାନେ ବିଶ୍ୱାସ କରନ୍ତି, ସେମାନଙ୍କ ମଧ୍ୟରେ ମୁସଲମାନ, ଖ୍ରୀଷ୍ଟିଆନ, ଆମେରିକୀୟ କିମ୍ବା ରୁଷୀୟ ମଧ୍ୟ ଅଛନ୍ତି। ଯେଉଁମାନେ ଆମେ କେବଳ ରାମଙ୍କର ଭକ୍ତ ଅଟୁ କୁହନ୍ତୁ, ସେମାନେ ପ୍ରକୃତରେ ମୂର୍ଖ । ସେମାନେ ରାମଙ୍କ ନାମର ଲାଭ ଉଠାଇବାକୁ ଚାହୁଁଛନ୍ତି। ସେମାନେ ରାମଙ୍କୁ ଭଲ ପାଆନ୍ତି ନାହିଁ କିନ୍ତୁ ଶକ୍ତିକୁ ଭଲ ପାଆନ୍ତି। ମୁଁ ଭାବୁଛି ଜମ୍ମୁ କଶ୍ମୀରରେ ନିର୍ବାଚନ ଯେବେ ଘୋଷଣା ହେବ, ଭାରତୀୟ ଜନତା ପାର୍ଟିର କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ରାମ ମନ୍ଦିର ଉଦ୍‌ଘାଟନ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ